Browsing Tag

hanging body

ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆପଡ଼ା: ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନୂଆପଡ଼ାର ବିଜେଡି ନେତା ହରିଶ୍ଚଚନ୍ଦ୍ର ପଣ୍ଡାଙ୍କ ପତ୍ନୀ ପୂଜା ପଣ୍ଡାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନିଜ ଘର ପଛପଟେ ଥିବା ବେଲଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ନୂଆପଡ଼ା ସଦର ଥାନା ପୋଲିସର ତଦନ୍ତ ଆରମ୍ଭ ।…

କନେଷ୍ଟବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଭିଡିଓ

ନୂଆପଡ଼ା : ଗଛରେ ଝୁଲିଛି ମହିଳା କନେଷ୍ଟବଳଙ୍କ ମୃତଦେହ । ନୂଆପଡ଼ା ରେଲୱେ ଫାଟକ ନିକଟ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ନୂଆପଡ଼ା ଜିଲ୍ଲା ସଦର ଥାନା ରାଧାକୃଷ୍ଣପଡ଼ାର ରୁକ୍ମଣୀ ନାଗ । ସେ ନୂଆପଡ଼ା ପୋଲିସରେ କାର୍ଯ୍ୟରତ ଥିଲେ । ନୂଆପଡ଼ା ପୋଲିସ ମୃତ ଦେହକୁ ଉଦ୍ଧାର କରି…

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

ଉଦଳା :  ହୁଡ଼ି ଉପରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।  କପ୍ତିପଦା ଥାନା ଜେଏସଜାମୁଡିହା ପଞ୍ଚାୟତ ସାପଅଣା ହୁଡ଼ିରୁ ମିଳିଛି ମୃତଦେହ ।  ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।  ସେପଟେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବାପଘର ଲୋକ  ।  ଜୟନ୍ତୀପଟ୍ଟା…

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର,ଚାଉଳିଆଗଞ୍ଜ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ

 କଟକ : ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ।  ହତ୍ୟା ଅଭିଯୋଗ ।  କଟକ ଚାଉଳିଆଗଞ୍ଜ ଥାନା ଅଂଚଳରେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ସୁଭଦ୍ରା ସାହୁ । ଚାଉଳିଆଗଞ୍ଜ ଥାନାରେ ଗତ ୧୪ ତାରିଖରେ ଲିଖିତ ହତ୍ୟା ଅଭିଯୋଗ କରିଛନ୍ତି ପରିବାର…

ଭଡ଼ାଘରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତଦେହ ନିକଟରୁ ଚିଠି ଜବତ କଲା ପୋଲିସ

ରାୟଗଡ଼ା: ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।  ଭଡ଼ାଘରୁ ଉଦ୍ଧାର ହୋଇଛି ସଞ୍ଜୟ ନାୟକଙ୍କ ମୃତଦେହ ।  ତାଙ୍କ ଘର ରାୟଗଡ଼ାରେ। ସେ ଭବାନୀପାଟଣାରେ ଭଡ଼ା ଘରେ ରହୁଥିଲେ । ମୃତଦେହ ନିକଟରୁ ଏକ ଚିଠି ମିଳିଛି । ସେପଟେ ସଞ୍ଜୟଙ୍କୁ ଉଚ୍ଚ ପଦସ୍ତ ଅଧିକାରୀ ମାନସିକ ଚାପ ଦେଉଥିବା ଅଭିଯୋଗ…

ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର 

ଆସ୍କା : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆପଲ୍ଲୀ କାକୁଡ଼ିଆ ନିକଟ ଚାଷ ଜମି ପାଖ ଏକ ଗଛରୁ ଜଣେ ମହିଳାଙ୍କ ଝିଲନ୍ତା ମୃତଦେହ ଉଦ୍ଧାର ହୋଇଛି  l ପରକ୍ରିୟା ପ୍ରିତିକୁ ନେଇ ମହିଳାଙ୍କୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ଅଭିଯୋଗ ଆଣିଲେ ମୃତଙ୍କ ପରିବାର । ମୃତ ମହିଳା…

କଟକ ଏସସିବି ପରିସରରେ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ (କେନ୍ୟୁଜ): ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ଏସସିବି ସମ୍ପ୍ରସାରଣ ପ୍ରୋଜେକ୍ଟ ଅଞ୍ଚଳ ପରିସରରେ ଘଟିଛି ଘଟଣା। ଘଟଣାସ୍ଥଳରେ ମଙ୍ଗଳାବାଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ଠିକା ସଂସ୍ଥାର ଜଣେ ଶ୍ରମିକ ଥିବା ସୂଚନା । ମୃତ୍ୟର କାରଣ ଅସ୍ପଷ୍ଟ। ତଦନ୍ତ…

ସହାୟକ ନିର୍ବାହୀ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଫୁଲବାଣୀ (କେନ୍ୟୁଜ): ସହାୟକ ନିର୍ବାହୀ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ଫୁଲବାଣୀ ITDA ସହାୟକ ନିର୍ବାହୀ ଯନ୍ତ୍ରୀ ତୁଷାରେନ୍ଦୁ ନାୟକ। ସରକାରୀ ବାସଭବନରୁ ନିର୍ବାହୀ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ଜୀବନ ହାରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି,…

ଭଂଜନଗର ଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁ, କୋଠରୀ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ଗଂଜାମ ଜିଲ୍ଲା ଭଂଜନଗର ଜେଲରେ ପୁଣି ଜଣେ କଏଦୀ ଙ୍କ ମୃତ୍ୟୁ । ମୃତକ ଜଣକ ଦୀପକ୍ ବାରିକ । ଜେଲରେ ଥିବା ଏକ କୋଠରୀ ଭିତରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଗତ କିଛି…

ଯୌତୁକ ଜୁଇରେ ପୁଣି ଜଣେ ନବବଧୂ: ବିବାହର ମାତ୍ର ୫ ମାସ ପରେ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ(କେନ୍ୟୁଜ): ଯୌତୁକ ଜୁଇରେ ପୁଣି ଜଣେ ନବବଧୂ। ବିବାହର ମାତ୍ର ୫ ମାସ ପରେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଭଦ୍ରକ ଭଣ୍ଡାରିପୋଖରୀ ଥାନା ଜଗନ୍ନାଥପ୍ରସାଦ ଗାଁରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ, ଭଦ୍ରକର ବିଶ୍ବଜିତ ବାରିକ ଯାଜପୁର ପଣସା…

ରାଜାରାଣୀ ଏକ୍ସପ୍ରେସ ପାଇଖାନା ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର (କେନ୍ୟୁଜ): ରାଜାରାଣୀ ଏକ୍ସପ୍ରେସରୁ ଝୁଲନ୍ତା ମୃତଦେହ ଉଦ୍ଧାର। ଗତକାଲି ରାତିରେ ରାଜାରାଣୀ ଏକ୍ସପ୍ରେସରୁ ଓଡ଼ିଶା ରେଲୱେ ପୋଲିସ୍ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ମୃତଦେହଟି ପାଇଖାନା ଭିତରୁ ଉଦ୍ଧାର କରାଯାଇଛି । ବ୍ୟକ୍ତି ଜଣଙ୍କ ଝୁଲନ୍ତା…

ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ପିପିଲି (କେନ୍ୟୁଜ): ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁରୀ ପିପିଲି ବ୍ଲକ ନିଜିଗଡ଼ କୁରୁଖି ପାହାଡ଼ରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ । ଆଜି ସକାଳେ ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ମୃତଦେହର ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରେ ପୋଲିସ…