Below header

କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ଗତକାଲିଠୁ ନିଖୋଜ ଥିଲେ ଆଜି ଝୁଲନ୍ତା ମୃତଦେହ ଉଦ୍ଧାର

କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ଗତକାଲିଠୁ ନିଖୋଜ ଥିଲେ ଆଜି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ।

କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ଗତକାଲିଠୁ ନିଖୋଜ ଥିଲେ, ଆଜି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ପରିମଳ ଓ ଗ୍ରାମ୍ୟଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ରାମକୃଷ୍ଣ ସିଂ ।

ନିଜ ଗାଁ ଜୟନ୍ତୀନାପୁର ନିକଟ ବୈତରଣୀ ନଦୀ କୂଳରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । କିଛି ଦୂରରେ ପଡିଛି ବାଇକ ଓ ହେଲମେଟ୍ । ଗତକାଲିଠୁ ସେ ନିଖୋଜ ଥିଲେ । ଆଜି ନଦୀକୂଳରୁ ମୃତଦେହ ମିଳିଛି । ଆତ୍ମହତ୍ୟା ନା ହତ୍ୟା, ଘଟଣାସ୍ଥଳରେ ଚମ୍ପୁଆ ପୋଲିସ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.