Below header
Browsing Tag

hanging body

କାରାଗାର ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ମାମଲାରେ କାଟୁଥିଲେ ସଜ୍ଜା

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଉପକାରାଗାର ପାଇଖାନା ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ କଏଦୀଙ୍କ ନାଁ ବିଧାନ ମିର୍ଦ୍ଧା। ସୂଚନାଯୋଗ୍ୟ ଯେ, ମାଲକାନଗିରି ଉପକାରାଗାର ପାଇଖାନା ଭିତରୁ କଏଦୀଙ୍କ…

ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମାରି ଝୁଲାଇ ଦେଇଥିବା ସନ୍ଦେହ

ନବରଙ୍ଗପୁର (କେନ୍ୟୁଜ): ମାରି ଦେଇ ଝୁଲାଇ ଦେଲେ !। ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନବରଙ୍ଗପୁର ବେହେରାଗୁଡା ମଣ୍ଡେଇ ପଡିଆ ସାମନା ବରଗଛରେ ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗଛରେ ଏକ ବ୍ୟାଗ ମଧ୍ୟ ରହିଛି । ଘଟଣାସ୍ଥଳରେ ଟାଉନ…

ନନ୍ଦନ ବିହାରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନ ବିହାରର ଏକ ନିର୍ମାଣଧୀନ କୋଠାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତ ଯୁବକ ଜଣକ ସେହି କୋଠାରେ ଲେବର ଭବେ କାର୍ଯ୍ୟ କରୁଥିଲେ ବୋଲି କୁହାଯାଉଛି । ସ୍ଥାନୀୟ ଲୋକେ ହତ୍ୟା ସନ୍ଦେହ କରୁଥିବାର କୁହାଯାଉଛି। ଖବର ପାଇ…

ନିଖୋଜ ସିଆରପିଏଫ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଯାଜପୁର: ଜଗତସିଂହପୁରରୁ ନିଖୋଜ ସିଆରପିଏଫ ଯବାନଙ୍କ ମୃତଦେହ ଧାନମଣ୍ଡଳ ନିକଟ ବାରୁଣାବନ୍ତ ପାହାଡ଼ ପରିସରରୁ ଉଦ୍ଧାର। ମୃତ ଯବାନ ହେଲେ ଏରସମା ଥାନା ସୋମପୁର ଅଂଚଳର ସୂର୍ଯ୍ୟକାନ୍ତ କୁଅଁର। ଗତ ୧୭ତାରିଖରୁ ସେ ହୋଇଥିଲେ ନିଖୋଜ। ଗତକାଲି ତାଙ୍କ ବାଇକ ମିଳିଥିବା ବେଳେ ଆଜି ଝୁଲନ୍ତା…

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପକେଟରୁ ବାହାରିଲା ସୁଇସାଇଡ୍ ନୋଟ

କାମାକ୍ଷାନଗର (କେନ୍ୟୁଜ): ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ମୃତ ଯୁବକ ହେଲେ ଖଜୁରିଆ ଗ୍ରାମର ମୁନା ନାଟିଆ। ମୃତକଙ୍କ ପକେଟରୁ ସ୍ବିସାଇଡ୍ ନୋଟ ଜବତ କରାଯାଇଛି। ସେଥିରେ ଲେଖା ଅଛି ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ଆଜି…

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଟିଟିଲାଗଡ଼ (କେନ୍ୟୁଜ): ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏଭଳି ଘଟଣା ଘଟିଛି ଟିଟିଲାଗଡ଼ ଥାନା ମନିଗାଁ ଡ଼କା ଡଙ୍ଗର ନିକଟସ୍ଥ ଜଙ୍ଗଲରେ। ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ। ଗଛ ନିକଟରେ ଦୁଇଟି ଚପଲ ରହିଥିବା ବେଳେ ଯୁବକ ଙ୍କ ପରିଚୟ ମିଳି ପାରି ନାହିଁ ।…

ଶିଳ୍ପ ତାଲିମ ଅନୁଷ୍ଠାନର ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଉମରକୋଟ (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଉମରକୋଟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀ ଜଣକ ତାଲିମ କେନ୍ଦ୍ରରେ (RAC) ଫ୍ରିଜ୍ ଓ ଶୀତ ତାପ ନିୟନ୍ତ୍ରଣ ବିଭାଗର ଦ୍ଵିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ । ମୃତ ଛାତ୍ରୀଙ୍କ ନାମ…

ଡୁମୁରୁପୁଟ ଷ୍ଟେସନରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ: କାରଣ ଅସ୍ପଷ୍ଟ

କୋରାପୁଟ (କେନ୍ୟୁଜ): ଡୁମୁରୁପୁଟ ଷ୍ଟେସନରେ ଯୁବକର ମୃତ ଦେହ ଠାବ। ରେଳପଥ ଦୋହରିକରଣ କାମରେ ନିୟୋଜିତ ଜଣେ ଶ୍ରମିକ ବେକରେ ରସି ଲଗାଇ ଫ୍ୟାନରେ ଝୁଲୁଥୁବା ଦେଖିବାକୁ ମିଳିଛି । ଡୁମୁରୁପୁଟର ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମାଗାର କକ୍ଷରେ ଝୁଲୁଛି ଶବ । ଏହା ଆତ୍ମହତ୍ୟା ନା ହତ୍ୟା କରି ଝୁଲାଇ…

ମହିଳା କ୍ରିକେଟର ନିଖୋଜ ମାମଲା : ଜଙ୍ଗଲରୁ ମିଳିଲା ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ

କଟକ (କେନ୍ୟୁଜ): ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମିଳିଲା ମୃତଦେହ। ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କ ସ୍କୁଟି ମିଳିବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ଏହାପରେ ଜଙ୍ଗଲ ଭିତରୁ ତାଙ୍କ ଝୁଲନ୍ତା…

କଟକ ଖାନନଗର ପାର୍କ ନିକଟରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ

କଟକ(କେନ୍ୟୁଜ୍): କଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି।  ବୃଦ୍ଧ ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ବାଦାମବାଡ଼ି ଥାନା ପୋଲିସ୍ ପହଞ୍ଚି ତଦନ୍ତ ଜାରି…

ଘର ଭିତରୁ ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର!

ଭଞ୍ଜନଗର(କେନ୍ୟୁଜ୍): ଘର ଭିତରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କବିସୂର୍ଯ୍ୟନଗର ବଜାର ନିକଟ ହନୁମାନ ସାହିରେ ଘଟିଛି ଏହି ଘଟଣା। ଘର ଭିତରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ…

ଧର୍ମଗଡ଼: ପୋଲିସ ଫାଣ୍ଡି ପରିସରରେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଧର୍ମଗଡ଼ (କେନ୍ୟୁଜ): ଦଶପୁର ପୋଲିସ ଫାଣ୍ଡି ପରିସରରେ ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ମୃତକ ହେଲେ ଦଶପୁର ପୋଲିସ ଫାଣ୍ଡିର ଦେବରାଜ ନାୟକ ( ୩୨) OAPF ଯବାନ। ମୃତକଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଅଞ୍ଚଳର ।