Below header
Browsing Tag

hanging body

ପରିତ୍ଯକ୍ତ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ଯା ଅଭିଯୋଗ ଆଣିଲେ ପରିବାର ଲୋକ

ଜଳେଶ୍ବର(କେନ୍ୟୁଜ୍): ପରିତ୍ଯକ୍ତ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ। ମୃତ ଯୁବକ ଜଣକ ଭୋଗରାଇ ବ୍ଲକ ଅନ୍ତର୍ଗତ ସରବଣୀ ଗ୍ରାମର ଶମ୍ଭୁ ଭଞ୍ଜ। ଯୁବକଙ୍କୁ ହତ୍ଯା କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିବାବେଳେ। ତାଳସାରୀ ମେରାଇନ୍ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍…

ଝୁଲନ୍ତା ଅବସ୍ଥାରେ ମିଳିଲା ନବବଧୂଙ୍କ ମୃତଦେହ, ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ୱର(କେନ୍ୟୁଜ୍):ଦେଢ଼ବର୍ଷରେ ସରିଗଲା ସଂସାର ସୁଖ। ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଏପଟେ ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଯୌତୁକ ପାଇଁ ହତ୍ୟା କରାଯାଇଥିବା ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି। ମୃତକ ସୁଶ୍ରୀ ସଂଗୀତା ବସ୍ତିଆ। ଭୁବନେଶ୍ୱର…

ନୟାପଲ୍ଲୀରୁ ପୁଣି ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ବେକରେ ଓଢ଼ଣୀ ଲଗାଇ କଲେ ଆତ୍ମହତ୍ୟା

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଏକ ଘରୁ ମୃତଦେହ ଉଦ୍ଧାର ହୋଇଛି। ଯୁବତୀ ଜଣକ ହେଲେ କଳ୍ପନା ବାରିକ। ସେ ଢେଙ୍କାନାଳର ହୋଇଥିବା ବେଳେ ୨ ବର୍ଷ ହେଲା ଭୁବନେଶ୍ୱରରେ ରହୁଥିଲେ । ଏକ NGO ସଂସ୍ଥାରେ କେୟାରଟେକର ଭାବେ…

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ

କଣ୍ଟାବାଞ୍ଜି (କେନ୍ୟୁଜ): ତୁରେକେଲା ଥାନା ବାଞ୍ଜିପାଲି ଗାଁର ଏକ କପା ଚାଷ ଜମିରେ ଥିବା ମହୁଲଗଛ ରେ ଜଣେ ଯୁବକଙ୍କ ମୃତ ଦେହ ଝୁଲୁଛି । ମୃତକ ଜଣକ ସେହି ଗାଁର ହେମନ୍ତ ମାଝି । ଗାଁର କିଛି ଯୁବକ ଚାଷ ଜମି ଆଡେ ଯାଇଥିବା ବେଳେ ଗଛରେ ଯୁବକଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ।…

ଭଡାଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର(କେନ୍ୟୁଜ): ଯାଜପୁର ରୋଡ଼ ଥାନା ଦଳା ଗ୍ରାମ ଶିବ ମନ୍ଦିର ନିକଟରେ ନବ ଦମ୍ପତିଙ୍କ ଆତ୍ମହତ୍ୟା। ଏକ ଭଡ଼ା ଘରେ ଗୋଟିଏ ଫ୍ୟାନରେ ବେକରେ ରଶି ଲଗାଇ ଉଭୟେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ମୃତକ ବାଲେଶ୍ଵର ଜିଲ୍ଲା ସଦର ଥାନା ଫୁଲଓ୍ବାର କସବା…

ଟିଟିଲାଗଡ଼ : ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଟିଟିଲାଗଡ଼(କେନ୍ୟୁଜ): ସଇଁତଲା ଥାନା ଡ଼ଙ୍ଗରମୁଣ୍ଡା ଜଙ୍ଗଲ ନିକଟସ୍ଥ ଏକ ପୋଖରୀ ହୁଡ଼ାରେ ଥିବା ଗଛରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ସଇଁତଲା ପୋଲିସ । ଉଭୟ ମୃତକ ପ୍ରେମୀ ଯୁଗଳ ବୋଲି ସନ୍ଦେହ କରାଯାଉଛି । ଶବ ଜବତ କରି ପୋଲିସର ତଦନ୍ତ…

ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜଗନାଥପୁର ପଞ୍ଚାୟତ ବଛଦା ପାଡ଼ି ସାହିରେ ଆଜି ଝୁଳନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳେ କିଛି ଗାଁଲୋକ ମାଛ ଧରିବାକୁ ଯାଉଥିବାବେଳେ ସୁକାନ୍ତ ମଲ୍ଲିକ ବାଡ଼ିରେ ଥିବା ଏକ ଆକାଶୀ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ…

ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଅଗ୍ନିଶମ ବିଭାଗର ଜଣେ କର୍ମଚାରୀଙ୍କ ମୃତଦେହ, କାରଣ ଅସ୍ପଷ୍ଟ

ଭଞ୍ଜନଗର (କେନ୍ୟୁଜ): ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଅଗ୍ନିଶମ ବିଭାଗର ଜଣେ କର୍ମଚାରୀଙ୍କ ମୃତଦେହ । ମୃତଦେହ ନିକଟରେ ରହିଥିଲା ଅଗ୍ନିଶମ ବିଭାଗର ଗାଡ଼ି । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢାକେନ୍ଦୁ ଜଙ୍ଗଲ ନିକଟ ରାସ୍ତା କଡ଼ରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା ।…

ଜଙ୍ଗଲରୁ ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘଟଗାଁ(କେନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖମଣମୁଣ୍ଡ ନିକଟସ୍ଥ ଅଟେଇ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ପାଟଣା ଥାନା କୁଣ୍ଡଳା ଗ୍ରାମର ଭଗବତ ଦାସ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ହାଇଡ୍ରୋସିଲ…

ଆମ୍ବ ତୋଟାରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଠାବ, ପ୍ରକୃତ କାରଣ ଅସ୍ପଷ୍ଟ

ହିଞ୍ଜିଳିକାଟୁ(କେନ୍ୟୁଜ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଗ୍ରାମ ଆମ୍ବ ତୋଟାରୁ ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଠାବ। ଆଜି ସକାଳୁ ଗ୍ରାମ ଲୋକେ ଉଭୟଙ୍କର ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇଁ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ…

ରାଉରକେଲା ସରକାରୀ ଡାକ୍ତରଖାନାରୁ ଚିକିତ୍ସାଧୀନ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା (କେନ୍ୟୁଜ): ମେଡିକାଲରୁ ଝୁଲନ୍ତା ମୃତଦେହ ଉଦ୍ଧାର । ରାଉରକେଲା ସରକାରୀ ଡାକ୍ତରଖାନାରୁ ଚିକିତ୍ସାଧୀନ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ କୁଆରମୁଣ୍ଡା ବ୍ଲକ ରିଉ ଗ୍ରାମର ୪୦ବର୍ଷୀୟ ସହର ଝରା । ସେ ଅସ୍ଥିଶଲ୍ୟ ବିଭାଗ ବେଡ ନମ୍ବର ୯୨ରେ ଚିକିତ୍ସାଧୀନ ଥିଲେ ।…

ସ୍କୁଲ୍ ବାରଣ୍ଡାରେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର

କଟକ(କେନ୍ୟୁଜ): ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କଟକ ସଦର ଥାନା ଅନ୍ତର୍ଗତ ଶଙ୍ଖତ୍ରାସ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ବାରଣ୍ଡାରେ ଯୁବକ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରି କଟକ ସଦର ପୋଲିସ ତଦନ୍ତ ଜାରି ରଖିଛି। ମୃତଦେହକୁ ଉଦ୍ଧାର କରି କଟକ SCB ମେଡିକାଲକୁ ବ୍ୟବଚ୍ଛେଦ…