ପରିତ୍ଯକ୍ତ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ଯା ଅଭିଯୋଗ ଆଣିଲେ ପରିବାର ଲୋକ

ଜଳେଶ୍ବର(କେନ୍ୟୁଜ୍): ପରିତ୍ଯକ୍ତ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ। ମୃତ ଯୁବକ ଜଣକ ଭୋଗରାଇ ବ୍ଲକ ଅନ୍ତର୍ଗତ ସରବଣୀ ଗ୍ରାମର ଶମ୍ଭୁ ଭଞ୍ଜ। ଯୁବକଙ୍କୁ ହତ୍ଯା କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିବାବେଳେ। ତାଳସାରୀ ମେରାଇନ୍ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।