Browsing Tag

hanging

ପରିତ୍ଯକ୍ତ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ଯା ଅଭିଯୋଗ ଆଣିଲେ ପରିବାର ଲୋକ

ଜଳେଶ୍ବର(କେନ୍ୟୁଜ୍): ପରିତ୍ଯକ୍ତ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ। ମୃତ ଯୁବକ ଜଣକ ଭୋଗରାଇ ବ୍ଲକ ଅନ୍ତର୍ଗତ ସରବଣୀ ଗ୍ରାମର ଶମ୍ଭୁ ଭଞ୍ଜ। ଯୁବକଙ୍କୁ ହତ୍ଯା କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିବାବେଳେ। ତାଳସାରୀ ମେରାଇନ୍ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍…

ଜଙ୍ଗଲରୁ ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘଟଗାଁ(କେନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖମଣମୁଣ୍ଡ ନିକଟସ୍ଥ ଅଟେଇ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ପାଟଣା ଥାନା କୁଣ୍ଡଳା ଗ୍ରାମର ଭଗବତ ଦାସ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ହାଇଡ୍ରୋସିଲ…

ମୟୁରଭଞ୍ଜ ଧାନଷୋଳ ଲୋଧାସାହିରେ ଅଭାବନୀୟ ଘଟଣା: ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଧାନଷୋଳ ଲୋଧାସାହିରେ ଅଭାବନୀୟ ଘଟଣା। ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ଆଜି ସକାଳେ ଲୋଧାସାହିର ଦୁଇ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ…

ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ଜଣାପଡ଼ିଲା ଅଭିଯୁକ୍ତକୁ କରୋନା, ଜଜ୍‌ ନେଲେ ଏଭଳି ନିଷ୍ପତ୍ତି

ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ଜଣାପଡ଼ିଲା ଅଭିଯୁକ୍ତକୁ କରୋନା। ଏଭଳି ସ୍ଥିତିରେ ଅଭିଯୁକ୍ତକୁ ଫାଶୀ ଦିଆଯିବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଜଜ୍‌। ଏଭଳି ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ସିଙ୍ଗାପୁରରେ। ଏଠାରେ ନିଶା ଜାତୀୟ ଦ୍ରବ୍ୟ କାରବାର କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ…

ଭୁବନେଶ୍ୱର କଳ୍ପନା ଛକ ନିକଟ ଏକ ଜିମ୍‌ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଜିମ୍‌ ଭିତରେ ଝୁଲନ୍ତା ମୃତଦେହ । ଭୁବନେଶ୍ୱର କଳ୍ପନା ଛକ ନିକଟରେ ଥିବା ଏକ ଜିମ୍‌ ଭିତରେ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ମୃତକ ଜଣଙ୍କ ହେଲେ ରଣଜିତ ନାୟକ । ରଣଜିତଙ୍କ ଘର ୬ ନମ୍ବର ଅଞ୍ଚଳରେ । ରଣଜିତ୍‌ ଜିମ୍‌ରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରନ୍ତି ।…

ନିମ୍ବ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର, ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ

ଜଳେଶ୍ବର: ନିମ୍ବ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଜାଠିଆ ଗ୍ରାମର ଅମୂଲ୍ୟ ଦାସ (୪୨)ଙ୍କର ସନ୍ଦେହ ଜନକ ମୃତ୍ୟୁ । ଆଜି ସକାଳେ ତାଙ୍କ ଘର ଆଗରେ ଥିବା ଏକ ନିମ୍ବ ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁ ପଛରେ…

ମୟୁରଭଞ୍ଜ ନୂଆଗାଁରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆମ୍ବ ଗଛରେ ଓଢଣୀ ଦେଇ କରିଛନ୍ତି ଆତ୍ମହତ୍ୟା

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାର ଘାଘରବେଡା ଥାନା ଅନ୍ତର୍ଗତ ନୂଆଗାଁରେ ଗତକାଲି ସନ୍ଧ୍ୟାରେ ସମୟରେ ଜଣେ ୧୭ ବର୍ଷର ନାବାଳିକା  ଆତ୍ମହତ୍ୟା କରିଥିବା ଜଣାପଡିଛି । ଘର ନିକଟରେ ଥିବା ଆମ୍ବ ଗଛରେ ଓଢଣୀ ଦେଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥାନରୁ ପୋଲିସ ଶବ ଉଦ୍ଧାର କରି କରଞ୍ଜିଆ…

ସାଙ୍ଗ ପାଇଁ ଜୀବନ ହାରିଲା ସାଙ୍ଗ: ସାମାନ୍ୟ ଝଗଡ଼ାରୁ ଫାଶୀ ଲଗାଇ ଝୁଲି ପଡିଲେ ସୌଭାଗିନୀ

ପାରାଦୀପ: ସାଙ୍ଗ ପାଇଁ ଜୀବନ ହାରିଲା ସାଙ୍ଗ। ସାମାନ୍ୟ ଝଗଡ଼ାରୁ ଚାଲିଗଲା ଜୀବନ। ପାରାଦୀପଗଡ଼ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଗଡ ଗାଁର ମହେନ୍ଦ୍ର ସେଠୀଙ୍କ ଝିଅ ସୌଭାଗିନୀ ଓ ପାଖ ଗାଁର ଅନ୍ୟ ଏକ ଝିଅ ଦୁଇ ଜଣ କେନ୍ଦ୍ରାପଡ଼ା କଲେଜରେ ଯୁକ୍ତ ଦୁଇରେ ପଢୁଥିଲେ। ଦୁଇ ଜଣ…

ମାଲକାନଗିରି MV-42 ଗାଁରେ ଅଘଟଣ: ମନ୍ଦିରରେ ବାହା ହେବା ପରେ ଗଛରେ ଗାମୁଛା ଲଗାଇ ଅତ୍ମହତ୍ୟା କଲେ ପ୍ରେମୀଯୁଗଳ

ମାଲକାନଗିରି: ଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ। ଗଛରେ ଗାମୁଛା ଲଗାଇ ଝୁଲି ପଡିଲେ ୨ ଜଣ। ମାଲକାନଗିରି ଜିଲ୍ଲା MV-42 ଗାଁରେ ଥିବା ଏକ ବର ଗଛରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଦୁଇ ଜଣ ହେଲେ ଭିକି ସିକଦର ଓ ସୋରି ସରକାର। ଉଭୟ ମନ୍ଦିରରେ ବାହା ହୋଇ ଅତ୍ମହତ୍ୟା…

ଜନତାଙ୍କ ଆକ୍ରୋଶ ଆଗରେ ନଇଁଲା ଏହି ଦେଶ, ଏବେ ବଳାତ୍କାରୀଙ୍କୁ ଦିଆଯିବ ଫାଶୀ ଦଣ୍ଡ

ଏବେ ବଳତ୍କାରୀଙ୍କୁ ଆଉ ରକ୍ଷା ନାହିଁ। ଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀ ଦଣ୍ଡ। ଏଭଳି ଐତିହାସିକ ଘୋଷଣା କରିଛନ୍ତି ବାଂଲାଦେଶ ସରକାର। ନିକଟରେ ବାଂଲାଦେଶରେ ଯୌନ ଶୋଷଣର ଏକାଧିକ ମାମଲା ସାମ୍ନାକୁ ଆସିବା ପରେ ତାତିଛନ୍ତି ଲୋକେ। ଲୋକେ ଏହାକୁ ବିରୋଧ କରିବା ସହ ରାସ୍ତାକୁ ଆସି ବିକ୍ଷୋଭ…

୨୦୧୯ରେ ଦେଶରେ ଅଧାରୁ ଅଧିକ ଫାଶୀ ଦଣ୍ଡାଦେଶ ଦୁଷ୍କର୍ମଜନିତ, ରାଜସ୍ଥାନରେ ସର୍ବାଧିକ

ନୂଆଦିଲ୍ଲୀ(କେନ୍ୟୁଜ୍): ଦେଶରେ ୨୦୧୯ରେ ଅଧାରୁ ଅଧିକ ଫାଶୀ ଦଣ୍ଡାଦେଶ ଦୁଷ୍କର୍ମଜନିତ । ୨୦୧୯ରେ ସମଗ୍ର ଦେଶର ବିଭିନ୍ନ କୋର୍ଟ ସର୍ବମୋଟ ୧୦୨ଟି ଫାଶୀ ଦଣ୍ଡାଦେଶ ଶୁଣାଇଥିବା ଜଣାପଡିଛି। ରାଜସ୍ଥାନରେ ସର୍ବାଧିକ ସଂଖ୍ୟକ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିବାବେଳେ ତ୍ରିପୁରାରେ…

ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରୋକ୍ ଲଗାଇଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ

କେନ୍ୟୁଜ୍(ବ୍ୟୁରୋ): ତାରିଖ ପରେ ତାରିଖ । ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମୁକେଶ କୁମାର, ବିନୟ ଶର୍ମା, ଅକ୍ଷୟ ସିଂ ଓ ପଓ୍ଵନ ଗୁପ୍ତାର ଫାଶୀ ଉପରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ରୋକ ଲଗାଇଛନ୍ତି । ରାତି ପାହିଲେ ନିର୍ଭୟା ଦୋଷୀ ଝୁଲିଥାନ୍ତେ…