ମୟୁରଭଞ୍ଜ ନୂଆଗାଁରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆମ୍ବ ଗଛରେ ଓଢଣୀ ଦେଇ କରିଛନ୍ତି ଆତ୍ମହତ୍ୟା

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାର ଘାଘରବେଡା ଥାନା ଅନ୍ତର୍ଗତ ନୂଆଗାଁରେ ଗତକାଲି ସନ୍ଧ୍ୟାରେ ସମୟରେ ଜଣେ ୧୭ ବର୍ଷର ନାବାଳିକା  ଆତ୍ମହତ୍ୟା କରିଥିବା ଜଣାପଡିଛି । ଘର ନିକଟରେ ଥିବା ଆମ୍ବ ଗଛରେ ଓଢଣୀ ଦେଇ ଆତ୍ମହତ୍ୟା କରିଛନ୍ତି ।

ଘଟଣାସ୍ଥାନରୁ ପୋଲିସ ଶବ ଉଦ୍ଧାର କରି କରଞ୍ଜିଆ ଡାକ୍ତରଖାନାକୁ ଶବ ବ୍ଯବଛେଦ ପାଇଁ ପଠାଇଛିନ୍ତି । ଏହି ଘଟଣାକୁ ନେଇ ଘାଘରବେଡା ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.