ଭୁବନେଶ୍ୱର କଳ୍ପନା ଛକ ନିକଟ ଏକ ଜିମ୍‌ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଜିମ୍‌ ଭିତରେ ଝୁଲନ୍ତା ମୃତଦେହ । ଭୁବନେଶ୍ୱର କଳ୍ପନା ଛକ ନିକଟରେ ଥିବା ଏକ ଜିମ୍‌ ଭିତରେ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ମୃତକ ଜଣଙ୍କ ହେଲେ ରଣଜିତ ନାୟକ ।

ରଣଜିତଙ୍କ ଘର ୬ ନମ୍ବର ଅଞ୍ଚଳରେ । ରଣଜିତ୍‌ ଜିମ୍‌ରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରନ୍ତି । ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.