ମାଲକାନଗିରି MV-42 ଗାଁରେ ଅଘଟଣ: ମନ୍ଦିରରେ ବାହା ହେବା ପରେ ଗଛରେ ଗାମୁଛା ଲଗାଇ ଅତ୍ମହତ୍ୟା କଲେ ପ୍ରେମୀଯୁଗଳ

ମାଲକାନଗିରି: ଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ। ଗଛରେ ଗାମୁଛା ଲଗାଇ ଝୁଲି ପଡିଲେ ୨ ଜଣ। ମାଲକାନଗିରି ଜିଲ୍ଲା MV-42 ଗାଁରେ ଥିବା ଏକ ବର ଗଛରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତକ ଦୁଇ ଜଣ ହେଲେ ଭିକି ସିକଦର ଓ ସୋରି ସରକାର। ଉଭୟ ମନ୍ଦିରରେ ବାହା ହୋଇ ଅତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.