Below header

ଡୁମୁରୁପୁଟ ଷ୍ଟେସନରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ: କାରଣ ଅସ୍ପଷ୍ଟ

ରେଳପଥ ଦୋହରିକରଣ କାମରେ ନିୟୋଜିତ ଜଣେ ଶ୍ରମିକ ବେକରେ ରସି ଲଗାଇ ଫ୍ୟାନରେ ଝୁଲୁଥୁବା ଦେଖିବାକୁ ମିଳିଛି । ଡୁମୁରୁପୁଟର ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମାଗାର କକ୍ଷରେ ଝୁଲୁଛି ଶବ ।

କୋରାପୁଟ (କେନ୍ୟୁଜ): ଡୁମୁରୁପୁଟ ଷ୍ଟେସନରେ ଯୁବକର ମୃତ ଦେହ ଠାବ। ରେଳପଥ ଦୋହରିକରଣ କାମରେ ନିୟୋଜିତ ଜଣେ ଶ୍ରମିକ ବେକରେ ରସି ଲଗାଇ ଫ୍ୟାନରେ ଝୁଲୁଥୁବା ଦେଖିବାକୁ ମିଳିଛି । ଡୁମୁରୁପୁଟର ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମାଗାର କକ୍ଷରେ ଝୁଲୁଛି ଶବ । ଏହା ଆତ୍ମହତ୍ୟା ନା ହତ୍ୟା କରି ଝୁଲାଇ ଦିଆଯାଇଛି ତଦନ୍ତ ପରେ ହିଁ ତାହା ଜଣା ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.