Below header

ପମ୍ପ ହାଉସରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା କରି ଟାଙ୍ଗି ଦେଇଥିବା ଅନୁମାନ

ଯୁବକଙ୍କୁ ମାରି ଟାଙ୍ଗିଦେଲେ!। ପମ୍ପ ହାଉସରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସୁବର୍ଣ୍ଣପୁର ବିନିକା ଥାନା ବିଶାଳପାଲି ଗାଁ ବିଲ ନିକଟରେ ଥିବା ପମ୍ପ ହାଉସରୁ ମୃତଦେହ ଉଦ୍ଧାର ହୋଇଛି ।

ବିନିକା (କେନ୍ୟୁଜ): ଯୁବକଙ୍କୁ ମାରି ଟାଙ୍ଗିଦେଲେ!। ପମ୍ପ ହାଉସରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସୁବର୍ଣ୍ଣପୁର ବିନିକା ଥାନା ବିଶାଳପାଲି ଗାଁ ବିଲ ନିକଟରେ ଥିବା ପମ୍ପ ହାଉସରୁ ମୃତଦେହ ଉଦ୍ଧାର ହୋଇଛି । ତେବେ ଯୁବକ ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି । ତାଙ୍କୁ କେହି ହତ୍ୟା କରି ଏଠାରେ ଟାଙ୍ଗି ଦେଇଥିବା ଅନୁମାନ କରାଯାଉଛି । ବିନିକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.