Below header
Browsing Tag

Alleged murder

ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ମୟୁରଭଞ୍ଜ : ଏକ ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ | ରାୟ ଶୁଣାଇଲେ ବାରିପଦା ସ୍ଥିତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ |  ୩ ଜଣ ଅଭିଯୁକ୍ତ ହେଲେ ମୋରଡା ଥାନା ମହୁଲବଣି ଗ୍ରମାର ଶୋଭାକର ମହାନ୍ତ, ଯତୀନ୍ଦ୍ରନାଥ ମହାନ୍ତ ଓ କୋମଳ ଲୋଚନ ମହାନ୍ତ | ଆଜୀବନ କାରାଦଣ୍ଡ ସହ 50…

କେନ୍ଦୁଝରରେ ଯୁବକଙ୍କୁ ତଣ୍ଟିଚିପି ମାରିଦେଲେ

କେନ୍ଦୁଝର : ସାମାନ୍ୟ କଥା କଟାକଟିକୁ ନେଇ ଯୁବକଙ୍କୁ ତଣ୍ଟି ଚିପି ହତ୍ୟା । କେନ୍ଦୁଝରରେ ଘଟିଛି ଏହି ଅଭାବନୀୟ ଘଟଣା । ନିଶାଶକ୍ତ ଅବସ୍ଥାରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଏପରି କାଣ୍ଡ ଭିଆଇଛନ୍ତି । କେନ୍ଦୁଝର ସହରର କାଶୀପୁର ମୁଣ୍ଡା ସାହିରେ ଗତକାଲି ରାତିରେ କିଛି ଲୋକ ଅତ୍ୟଧିକ…

ପିଶାଚୀ ପାଲଟିଲା ମାଆ, ମଦ ନିଶାରେ ପୁଅକୁ କଲା ହତ୍ୟା

କାଲିମେଳା : ପିଶାଚୀ ପାଲଟିଲା ମାଆ। ମଦ ନିଶାରେ ଚୁର ହୋଇ ଜନ୍ମକଲା ପୁଅକୁ ହତ୍ୟା କରିଛି ମାଆ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ତୁମ୍ବାଗଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ୱାଗୀ ପଡ଼ିଆମୀ ନିଜର ୮ବର୍ଷର ପୁଅ ରୋହିତ ପଡିଆମୀକୁ ହତ୍ୟା…

ପ୍ରେମିକାକୁ ହତ୍ୟା, ହତ୍ୟା ପରେ ମୃତଦେହ ଫିଙ୍ଗି ଚମ୍ପଟ ମାରିଥିଲା ପ୍ରେମିକ

ଭୁବନେଶ୍ୱର: ପ୍ରେମିକାକୁ ହତ୍ୟା । ହତ୍ୟା ପରେ ମୃତଦେହ ଫିଙ୍ଗିଦେଇ ଚମ୍ପଟ ମାରିଥିଲା ପ୍ରେମିକ। ଭୁବନେଶ୍ବର ଉପଖଣ୍ଡ ଧଉଳି ଥାନା ଅଞ୍ଚଳର ଦୟା ନଦୀପଠାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଂଚଳର ଭାଗ୍ୟ ଡାକୁଆ । ମାମଲାରେ ପ୍ରେମିକ ସହ…

ମାଆଙ୍କୁ ହତ୍ୟା କରିବା ପରେ ପୁଅର ଆତ୍ମହତ୍ୟା

 ଅନୁଗୁଳ : ମାଆଙ୍କୁ ହତ୍ୟା କରିବା ପରେ ପୁଅର ଆତ୍ମହତ୍ୟା । ଅନୁଗୁଳ ଜିଲ୍ଲା ବଳରାମପ୍ରସାଦ ଗାଁ ଭାଲୁଧରି ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର କରିଛି ନାଲକୋ ଥାନା ପୋଲିସ । ମାଆଙ୍କ ବେକ ଧାରୁଆ ଛୁରୀରେ କଟା ହୋଇଥିବା ଜଣାପଡ଼ିଛି । ପରେ ଝୁଲନ୍ତା…

ଚିନ୍ତାମଣିଶ୍ୱର ଅଞ୍ଜନ ବେହେରା ହତ୍ୟା ମାମଲା, ଆଉ ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଭୁବନେଶ୍ବରର ବହୁଚର୍ଚ୍ଚିତ ଚିନ୍ତାମଣିଶ୍ୱର ଅଞ୍ଜନ ବେହେରା ହତ୍ୟା ମାମଲାରେ ଆଉ ୪ ଅଭିଯୁକ୍ତ ଗିରଫ । କଟକରେ ଏକ ଲଜରେ ଲୁଚିଥିବା ବେଳେ ସେମାନଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ପୂର୍ବରୁ ମାମଲାର ମୁଖ୍ୟ ଦୁଇ ଅଭିଯୁକ୍ତ ମୁକାହ୍ନା ପ୍ରଧାନ ଓରଫ ପିଙ୍କୁ ଓ ତାର…

ଯୌତୁକ ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ, ଅଭିଯୋଗ ଆଣିଲେ ଝିଅର ବାପା

ପଟ୍ଟାମୁଣ୍ଡାଇ (କେନ୍ୟୁଜ):  ସବୁକିଛି ଶେଷ ହୋଇଗଲା ।ଦୁଇ ଛୁଆଙ୍କ ମୁଣ୍ଡରୁ ଉଠିଗଲା ମା’ର ହାତ । ଯୌତୁକ ପାଇଁ ପୁଣି ଭାଙ୍ଗିଗଲା ସୁନାର ସଂସାର । କ୍ଷଣିକରେ ପରିବାର ଉପରେ ଖେଳିଗଲା ଦୁଃଖର କଳା ବାଦଲ । ଝିଅକୁ ଖୁସି ମନରେ ବାହା ଦେଇଥିଲା ବାପା । କିନ୍ତୁ ସବୁବେଳେ ଝିଅକୁ ଦିଆଯାଉଥିଲା…

ଘରୁ ମାଆ ଓ ଶିଶୁ ପୁତ୍ରଙ୍କ ମୃତ ଦେହ ମିଳିବା ଘଟଣା, ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଜରଡ଼ା ଥାନା ଚୁଡ଼ିଆଲାଞ୍ଜିରେ 19 ତାରିଖରେ ଘରୁ ମାଆ ଓ ଶିଶୁ ପୁତ୍ରଙ୍କ ମୃତ ଦେହ ମିଳିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ ।  ଦୁଇ ଗିରଫ ହେଲେ ସମ୍ପର୍କୀୟ ମାଇଁ ଓ ଭଂଣଜା ।  ଏହି ଘଟଣାରେ ସେତେବେଳେ ଅଞ୍ଚଳରେ ଚହଳ ପକାଇଥିଲା ।  ଡି, ନୀଳବେଣୀ ଓ ଶିଶୁ ପୁତ୍ର ରୁଷିଦର…

ମଞ୍ଚେଶ୍ବର ଥାନା କପଡ଼ା ବ୍ୟବସାୟୀ ହତ୍ୟାକାଣ୍ଡ ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ମଞ୍ଚେଶ୍ବର ଥାନା କପଡ଼ା ବ୍ୟବସାୟୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ଏଡିଜେ ୨ କୋର୍ଟ। ଜରିମାନା ଅନାଦେୟ ଆଉ ଏକ ବର୍ଷ ଅଧିକ କାରାଦଣ୍ଡ ଆଦେଶ ଦେଇଛନ୍ତି କୋର୍ଟ । ଅଭିଯୁକ୍ତ ହେଲା ମହମ୍ମଦ ରହମଦୁଲା। ବ୍ଲେଡରେ ହତ୍ୟା କରି ଫେରାର…

ନିଜ ପୁଅକୁ ବଳି ଦେବାକୁ ଜନ୍ମକଲା ମା’ ବାପା ରଚିଥିଲେ ଷଡଯନ୍ତ୍ର, ସତ ଜାଣିବାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଲା…

ଉଦଳା(କେନ୍ୟୁଜ):  ନିଜ ଜନ୍ମ କଲା ପିଲାକୁ କିଏ କଣ କେବେ ବଳି ଦେବ କି? ଦେବା ତ ଦୁରର କଥା ଏମିତି ଭାବନା ବି କାହାର କେବେ ଆସିବନି । ହେଲେ ଆଜିର ଏଇ ସ୍ୱାର୍ଥପର ଦୁନିଆରେ ସବୁ ସମ୍ଭବ । ଠିକ୍ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମା ଓ ବାପା ସାଜିଲେ ପିଶାଚ । ଠାକୁରାଣୀ ପାଖରେ ନିଜ ଜନ୍ମ…

ବନ୍ଧୁ ସାଜିଲା ସୈତାନ: ନିଶା ସେବନରୁ ସାଙ୍ଗର ଜୀବନ ନେଲା ସାଙ୍ଗ

ରାଉରକେଲା(କେନ୍ୟୁଜ୍‌) : ସାଙ୍ଗ ସାଜିଲା ସୈତାନ। ସାଙ୍ଗକୁ ରଡରେ ପିଟିପିଟି ହତ୍ୟା କଲା ସାଙ୍ଗ । ରାଉରକେଲା ବନ୍ଧମୁଣ୍ଡା ରେଳବାଇ ପରିତ୍ୟକ୍ତ କ୍ବାର୍ଟର୍ସ ଭିତରୁ ଉଦ୍ଧାର ହୋଇଛି ମୃତଦେହ । ମୃତ ଯୁବକ ହେଲେ ୨୯ ବର୍ଷିୟ ଅମର ତନ୍ତୀ । ନିଶା ସେବନରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଘଟଣା…