Below header

ଘରୁ ମାଆ ଓ ଶିଶୁ ପୁତ୍ରଙ୍କ ମୃତ ଦେହ ମିଳିବା ଘଟଣା, ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ଜରଡ଼ା ଥାନା ଚୁଡ଼ିଆଲାଞ୍ଜିରେ 19 ତାରିଖରେ ଘରୁ ମାଆ ଓ ଶିଶୁ ପୁତ୍ରଙ୍କ ମୃତ ଦେହ ମିଳିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ ।

ବ୍ରହ୍ମପୁର : ଜରଡ଼ା ଥାନା ଚୁଡ଼ିଆଲାଞ୍ଜିରେ 19 ତାରିଖରେ ଘରୁ ମାଆ ଓ ଶିଶୁ ପୁତ୍ରଙ୍କ ମୃତ ଦେହ ମିଳିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ ।  ଦୁଇ ଗିରଫ ହେଲେ ସମ୍ପର୍କୀୟ ମାଇଁ ଓ ଭଂଣଜା ।  ଏହି ଘଟଣାରେ ସେତେବେଳେ ଅଞ୍ଚଳରେ ଚହଳ ପକାଇଥିଲା ।  ଡି, ନୀଳବେଣୀ ଓ ଶିଶୁ ପୁତ୍ର ରୁଷିଦର ଶବ ମିଳିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚଳାଇ ଥିବା ବେଳେ ପରବର୍ତ୍ତୀ ସମୟରେ ହତ୍ୟା ମାମଲା ରୁଜୁ ହୋଇଥିଲା । ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିବା ବେଳେ ଆଜି ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.