Below header

ମାଆଙ୍କୁ ହତ୍ୟା କରିବା ପରେ ପୁଅର ଆତ୍ମହତ୍ୟା

ମାଆଙ୍କୁ ହତ୍ୟା କରିବା ପରେ ପୁଅର ଆତ୍ମହତ୍ୟା । ଅନୁଗୁଳ ଜିଲ୍ଲା ବଳରାମପ୍ରସାଦ ଗାଁ ଭାଲୁଧରି ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

 ଅନୁଗୁଳ : ମାଆଙ୍କୁ ହତ୍ୟା କରିବା ପରେ ପୁଅର ଆତ୍ମହତ୍ୟା । ଅନୁଗୁଳ ଜିଲ୍ଲା ବଳରାମପ୍ରସାଦ ଗାଁ ଭାଲୁଧରି ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର କରିଛି ନାଲକୋ ଥାନା ପୋଲିସ । ମାଆଙ୍କ ବେକ ଧାରୁଆ ଛୁରୀରେ କଟା ହୋଇଥିବା ଜଣାପଡ଼ିଛି । ପରେ ଝୁଲନ୍ତା ଅବସ୍ଥାରେ ପୁଅର ମୃତଦେହ ଉଦ୍ଧାର ହୋଇଛି । ମାଆକୁ ହାଣି ହତ୍ୟା କରିବା ପରେ ପୁଅର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ଓ ପୋଲିସର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.