Below header

ମଞ୍ଚେଶ୍ବର ଥାନା କପଡ଼ା ବ୍ୟବସାୟୀ ହତ୍ୟାକାଣ୍ଡ ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ମଞ୍ଚେଶ୍ବର ଥାନା କପଡ଼ା ବ୍ୟବସାୟୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ଏଡିଜେ ୨ କୋର୍ଟ।

ମଞ୍ଚେଶ୍ବର ଥାନା କପଡ଼ା ବ୍ୟବସାୟୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ଏଡିଜେ ୨ କୋର୍ଟ। ଜରିମାନା ଅନାଦେୟ ଆଉ ଏକ ବର୍ଷ ଅଧିକ କାରାଦଣ୍ଡ ଆଦେଶ ଦେଇଛନ୍ତି କୋର୍ଟ । ଅଭିଯୁକ୍ତ ହେଲା ମହମ୍ମଦ ରହମଦୁଲା। ବ୍ଲେଡରେ ହତ୍ୟା କରି ଫେରାର ହୋଇଥିଲା ଅଭିଯୁକ୍ତ। ୨ଦିନ ପରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଗିରଫ କରିଥିଲା ପୋଲିସ। ୨୦୧୭ ମସିହା ମେ 5 ତାରିଖରେ ଘଟିଥିଲା ହତ୍ୟାକାଣ୍ଡ । ଏନେଇ ସୁଚନା ଦେଇଛନ୍ତି ସରକାରୀ ଓକିଲ ସଲିଳ ପ୍ରଧାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.