Below header
Browsing Tag

Alleged murder

ନିଜ ପୁଅକୁ ବଳି ଦେବାକୁ ଜନ୍ମକଲା ମା’ ବାପା ରଚିଥିଲେ ଷଡଯନ୍ତ୍ର, ସତ ଜାଣିବାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଲା…

ଉଦଳା(କେନ୍ୟୁଜ):  ନିଜ ଜନ୍ମ କଲା ପିଲାକୁ କିଏ କଣ କେବେ ବଳି ଦେବ କି? ଦେବା ତ ଦୁରର କଥା ଏମିତି ଭାବନା ବି କାହାର କେବେ ଆସିବନି । ହେଲେ ଆଜିର ଏଇ ସ୍ୱାର୍ଥପର ଦୁନିଆରେ ସବୁ ସମ୍ଭବ । ଠିକ୍ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମା ଓ ବାପା ସାଜିଲେ ପିଶାଚ । ଠାକୁରାଣୀ ପାଖରେ ନିଜ ଜନ୍ମ…

ବନ୍ଧୁ ସାଜିଲା ସୈତାନ: ନିଶା ସେବନରୁ ସାଙ୍ଗର ଜୀବନ ନେଲା ସାଙ୍ଗ

ରାଉରକେଲା(କେନ୍ୟୁଜ୍‌) : ସାଙ୍ଗ ସାଜିଲା ସୈତାନ। ସାଙ୍ଗକୁ ରଡରେ ପିଟିପିଟି ହତ୍ୟା କଲା ସାଙ୍ଗ । ରାଉରକେଲା ବନ୍ଧମୁଣ୍ଡା ରେଳବାଇ ପରିତ୍ୟକ୍ତ କ୍ବାର୍ଟର୍ସ ଭିତରୁ ଉଦ୍ଧାର ହୋଇଛି ମୃତଦେହ । ମୃତ ଯୁବକ ହେଲେ ୨୯ ବର୍ଷିୟ ଅମର ତନ୍ତୀ । ନିଶା ସେବନରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଘଟଣା…

ପାରିବାରିକ ବିବାଦରୁ ଗଣ୍ତଗୋଳ : ସ୍ତ୍ରୀ ମୃତ , ସ୍ବାମୀ ଗୁରୁତର

ଜଳେଶ୍ବର : ପାରିବାରିକ ବିବାଦର କରୁଣ ପରିଣତି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ଗଣ୍ତଗୋଳ ଘଟି ଆକ୍ରମଣରେ  ସ୍ତ୍ରୀ ମୃତ ଓ ସ୍ବାମୀ ଗୁରୁତର । ବାଲେଶ୍ବର ଜିଲ୍ଲା  ସିଂଲା ଥାନା ଅନ୍ତର୍ଗତ କାଦରାୟାଁ ଗ୍ରାମରେ ପାରିବାରିକ ବିବାଦକୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ । ସୂଚନା…

ଛୁରୀ ଭୁସି ଯୁବକଙ୍କୁ ହତ୍ୟା, କୈରାଶୀ ଗାଁରେ ବର୍ବର ହତ୍ୟାକାଣ୍ଡ

ବ୍ରହ୍ମପୁର : ଛୁରୀ ଭୁସି ଯୁବକଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈରାଶୀ ଗାଁରେ ବର୍ବର ହତ୍ୟାକାଣ୍ଡ। ଜଣେ ୧୮ ବର୍ଷୀୟ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ଜଣକ କୈରାଶୀ ଗାଁର ରାଜେଶ ଦାସ। ନିଜ ମାଆଙ୍କ ପାଇଁ ଔଷଧ ଆଣିବାକୁ ଯାଉଥିବା ବେଳେ…

ସ୍ତ୍ରୀକୁ ମାରି ପାହାଡ଼ରେ ଫିଙ୍ଗିଦେଲା ମଦ୍ୟପ ସ୍ବାମୀ

ଦାରିଙ୍ଗବାଡି : ସ୍ତ୍ରୀକୁ ମାରି ପାହାଡ଼ରେ ଫିଙ୍ଗିଦେଲା ମଦ୍ୟପ ସ୍ବାମୀ। ନିଖୋଜ ମହିଳାଙ୍କୁ ଖୋଜାଖୋଜି ବେଳେ ପାହାଡରୁ ଉଦ୍ଧାର ହେଲା ମୃତଦେହ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ବି. ଡକେବାଡ଼ିର ବଡଧାଡ଼ି ଗାଁରେ ଅଭାବନୀୟ ଘଟଣା। ବଡ଼ଧାଡି ଗାଁର ମିଥୁନ ପ୍ରଧାନଙ୍କ ପତ୍ନୀ ସାନ୍ତ୍ବନା…

ହତ୍ୟା ପରେ ମୃତଦେହ ଉପରେ ଲଙ୍କାଗୁଣ୍ଡ ବିଞ୍ଚି ଚାଲିଗଲେ ଦୁର୍ବୃତ୍ତ, ଗଜପତି ଜିଲ୍ଲାରେ ବର୍ବରକାଣ୍ଡ

ଗଜପତି : ହତ୍ୟା ପରେ ମୃତଦେହ ଉପରେ ଲଙ୍କାଗୁଣ୍ଡ ବିଞ୍ଚି ଚାଲିଗଲେ ଦୁର୍ବୃତ୍ତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କରଣ ସାହିରେ ବର୍ବରକାଣ୍ଡ। ଚୋରି କରିବାକୁ ଯାଇ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ। କରଣ ସାହିର ସରୋଜିନି ପଟ୍ଟନାୟକ ନାମକ ବୟସ୍କା ମହିଳା ଘରେ ଏକା ରହୁଥିଲେ। ଆଜି…

ପାଳଧୂଆପଲ୍ଲୀ ଗାଁରେ ଶ୍ୱଶୁର ଓ ବୋହୂକୁ ହତ୍ୟା, ଅଭିଯୁକ୍ତ ଅଟକ

ଗଞ୍ଜାମ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାଳଧୂଆପଲ୍ଲୀ ଗାଁରେ ଘଟିଛି ଡବଲ ମର୍ଡର । କାଜୁ ଜଙ୍ଗଲକୁ ସଫା କରିବାକୁ ନେଇ ହୋଇଛି ଡବଲ ମର୍ଡର । ଗାଁ ନିକଟରେ ରହିଥିବା କାଜୁ ଜଙ୍ଗଲରେ ହୋଇଛି ଏହି ହତ୍ୟାକାଣ୍ଡ । ଶ୍ୱଶୁର ଓ ବୋହୂକୁ ହତ୍ୟା କରିଛି ନିଜ ପୁତୁରା ବୋଲି ଅଭିଯୋଗ ହୋଇଛି । ମୃତ ଶ୍ୱଶୁର…

ମଦ ପିଇ ବଚସା ପରେ ଯୁବକଙ୍କୁ ହତ୍ୟା

ହିଞ୍ଜିଳି : ଗଣ୍ଡଗୋଳରୁ ଯୁବକଙ୍କୁ ହତ୍ୟା । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଗାଁ ମଝି ସାହିରେ ହତ୍ୟାକାଣ୍ଡ । ମୃତକ ସେହି ଗାଁର ବିଜୟ ପାଣିଗ୍ରାହୀ । ମଦ ପିଇ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଘଟଣାସ୍ଥଳରେ ଆସିକା ଏସଡିପିଓ, ହିଞ୍ଜିଳି ଆଇଆଇସି ଓ…

ଶଗଡଭଙ୍ଗା ଗାଁରେ ହତ୍ୟାକାଣ୍ଡ, ସମଲିଙ୍ଗୀ ସମ୍ପର୍କକୁ ନେଇ ହତ୍ୟା ସନ୍ଦେହ

ବେଗୁନିଆ : ବେଗୁନିଆ ବ୍ଲକ ଶଗଡଭଙ୍ଗା ଗାଁରେ ହତ୍ୟାକାଣ୍ଡ । ସମଲିଙ୍ଗୀ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଥିବା ସନ୍ଦେହ। ମୃତ ଯୁବକଙ୍କ ନାମ ରଶ୍ମିରଞ୍ଜନ ବଳିୟାରସିଂହ । ସୂଚନା ଅନୁଯାୟୀ, ଶଗଡଭଙ୍ଗା ଗାଁର ରଶ୍ମିରଞ୍ଜନ ବଳିୟାରସିଂହ ନାମକ ଜଣେ ଯୁବକ ଏକ ଯାତ୍ରାରେ ରୋଲ କରିବା ପାଇଁ ଚନ୍ଦନପୁର…

ରାଜମିସ୍ତ୍ରୀ ପ୍ରେମରେ ପଡ଼ି ପୁଅକୁ ବାଥ୍‌ରୁମ୍‌ରେ ପୂରାଇ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଉତ୍ତରପ୍ରଦେଶ : ପ୍ରେମ ଅନ୍ଧ ଏକଥା ଆମେ ଜାଣିଛେ । କିନ୍ତୁ ଏହି ପ୍ରେମ ମଣିଷକୁ ଏତେ ଅନ୍ଧ କରିଦିଏ ଯେ ଯାହାର ଜ୍ୱଳନ୍ତ ଉଦାରଣ ନିକଟରେ ଦେଖିବାକୁ ମିଳିଛି । ଜଣେ ମହିଳା ୪୫ କୋଟି ସମ୍ପତ୍ତିର ମାଲିକ ସ୍ୱାମୀକୁ ଛାଡ଼ି ରାଜମିସ୍ତ୍ରୀ ପ୍ରେମରେ ପଡ଼ି ଅନ୍ଧ ହୋଇଯାଇଛନ୍ତି । ଯାହାର ପରିଣାମ ସୂରୁପ…

ବୋନସ ନଦେବାରୁ ମାଲିକକୁ ହତ୍ୟା, ମାଲିକଙ୍କୁ ମାରି ତାଙ୍କ କାର ନେଇ ଫେରାର ହେଲେ ଦୁଇ ଦୁବୃର୍ତ୍ତ

ଦୀପାବଳିରେ ପ୍ରତ୍ୟକ କମ୍ପାନୀ ନିଜ କର୍ମଚାରୀଙ୍କୁ ବୋନସ ଦେଇଥାନ୍ତି । କିଛି କମ୍ପାନୀ ବୋନସରେ ନିଜ କର୍ମଚାରୀଙ୍କୁ ଟଙ୍କା ଦେଇଥାନ୍ତି ତ ଆଉ କିଛି କମ୍ପାନୀ ମିଠା ଦେଇଥାନ୍ତି । ନିକଟରେ ଏକ କମ୍ପାନୀ ବୋନସରେ ନିଜ କର୍ମଚାରୀଙ୍କୁ କାର ଦେଇଥିବା ତ ଆପଣ ମାନେ ଶୁଣିଥିବେ । ସେହିଭଳି ଏକ…

ଭଦ୍ରକ ଜିଲ୍ଲାର ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ କର୍ମୀ ବସନ୍ତ ସାହୁ ହତ୍ୟା ମାମଲା : ପରିବାର କହିଲେ ନ୍ୟାୟ ନ ଦେଲେ କରିବୁ…

ଭଦ୍ରକ (କେନ୍ୟୁଜ) : ଏଇ କିଛି ଦିନ ତଳେ ବିଲ ମଝିରୁ ମିଳିଥିଲା ଜଣେ ଯୁବକଙ୍କ ମୃତଦେହ । ଆଉ ମୃତଦେହରେ ଥିଲା କ୍ଷତ ବିକ୍ଷତ ଚିହ୍ନ । ମୃତଦେହକୁ ଦେଖି ସ୍ପଷ୍ଟ ଲାଗୁଥିଲା ଯେ କେହି ତାଙ୍କୁ ମାରି ସେହି ଶୂନଶାନ୍‌ ଯାଗାରେ ପକାଇଦେଇଛି। ଆଉ ସତକୁ ସତ ସେମିତି ହିଁ ହୋଇଥିଲା । ସମାଧାନ କରିବାକୁ…