ବନ୍ଧୁ ସାଜିଲା ସୈତାନ: ନିଶା ସେବନରୁ ସାଙ୍ଗର ଜୀବନ ନେଲା ସାଙ୍ଗ

ସାଙ୍ଗ ସାଜିଲା ସୈତାନ। ସାଙ୍ଗକୁ ରଡରେ ପିଟିପିଟି ହତ୍ୟା କଲା ସାଙ୍ଗ । ରାଉରକେଲା ବନ୍ଧମୁଣ୍ଡା ରେଳବାଇ ପରିତ୍ୟକ୍ତ କ୍ବାର୍ଟର୍ସ ଭିତରୁ ଉଦ୍ଧାର ହୋଇଛି ମୃତଦେହ । ମୃତ ଯୁବକ ହେଲେ ୨୯ ବର୍ଷିୟ ଅମର ତନ୍ତୀ । ନିଶା ସେବନରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି।

ରାଉରକେଲା(କେନ୍ୟୁଜ୍‌) : ସାଙ୍ଗ ସାଜିଲା ସୈତାନ। ସାଙ୍ଗକୁ ରଡରେ ପିଟିପିଟି ହତ୍ୟା କଲା ସାଙ୍ଗ । ରାଉରକେଲା ବନ୍ଧମୁଣ୍ଡା ରେଳବାଇ ପରିତ୍ୟକ୍ତ କ୍ବାର୍ଟର୍ସ ଭିତରୁ ଉଦ୍ଧାର ହୋଇଛି ମୃତଦେହ । ମୃତ ଯୁବକ ହେଲେ ୨୯ ବର୍ଷିୟ ଅମର ତନ୍ତୀ । ନିଶା ସେବନରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଘଟଣା ପରେ ସୁରଜ ଦାସ ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ବନ୍ଧମୁଣ୍ଡା ଥାନା ପୋଲିସ । ଦୁଇ ସାଙ୍ଗ ନିଶା ବେପାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସୁରଜ ନାଁରେ ପୂର୍ବରୁ ବିଭିନ୍ନ ମାମଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.