Below header

କୋଟିଆ ଓଡ଼ିଶାର ଥିଲା ଆଉ ରହିବ: ଆଜି କୋଟିଆ ଗସ୍ତ କରିବେ ସବୁ ଦଳର ବିଧାୟକ

ଭୁବନେଶ୍ବର(କେନ୍ଯୁଜ୍): ଆଜି କୋଟିଆ ଗସ୍ତ କରିବେ ସବୁ ଦଳର ବିଧାୟକ। ବିଜେଡି, ବିଜେପି ଓ କଂଗ୍ରେସ ଦଳର ବିଧାୟକ ଓ ବୁଦ୍ଧିଜୀବୀମାନେ କୋଟିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ତେଣୁ ଆନ୍ଧ୍ରକୁ କଡା ଜବାବ ଦେବା ପାଇଁ ଯୋଜନା ହୋଇଛି।

କୋଟିଆ ଓଡ଼ିଶାର ଥିଲା, ରହିବ। କୋଟିଆ ସୀମାକୁ ନେଇ ବିବାଦ ସୁପ୍ରିମକୋର୍ଟରେ ଥିବାବେଳେ ଏବେ ନାମଫଳକ ମାରିବା ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ବଢୁଛି। ସେପଟେ ଆନ୍ଧ୍ରର ସାଲୁରମଣ୍ଡଳ ବିଧାୟକ ଆଜି କୋଟିଆ ଆସିବା ନେଇ ସୂଚନା ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.