Browsing Tag

kotia

କୋଟିଆ ସମେତ ରାଜ୍ୟର ୧୦ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍‌ , ୩ଟି ନେଚର୍‌ କ୍ୟାମ୍ପକୁ ମିଳିଲା ମଞ୍ଜୁରୀ

(କେନ୍ୟୁଜ): କୋଟିଆ ସମେତ ରାଜ୍ୟର ୧୦ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍‌ । ୧୦ ନୂଆ ଇକୋ ରିଟ୍ରିଟ୍‌ ସହ ୩ଟି ନେଚର୍‌ କ୍ୟାମ୍ପକୁ ମିଳିଛି ମଞ୍ଜୁରୀ । ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । କୋରାପୁଟର ଦେଓମାଳି ପାହାଡ଼, କଳାହାଣ୍ଡିର…

ଫେଲ୍‌ ମାରିଲା ସର୍ବଦଳୀୟ କମିଟିର ରଣନୀତି: କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ

କୋରାପୁଟ(କେନ୍ୟୁଜ୍): କୋଟିଆରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଫେଲ୍‌ ମାରିଲା ସର୍ବଦଳୀୟ କମିଟିର ରଣନୀତି । କୋଟିଆରେ ନିର୍ବାଚନ ପାଇଁ କୌଣସି ଦଳ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ଦେଇ ନଥିଲେ । ସର୍ବଦଳୀୟ କମିଟି ପକ୍ଷରୁ ଜିଲ୍ଲା ପରିଷଦ ଆସନ ପାଇଁ ମମତା ଜାନୀ ପ୍ରାର୍ଥୀ…

କୋଟିଆରେ ହେବ ନାହିଁ ପଞ୍ଚାୟତ ନିର୍ବାଚନ: ପଞ୍ଚାୟତ ପ୍ରତିନିଧି ନିଦ୍ଵନ୍ଦରେ ନିର୍ବାଚିତ ହେବେ

କୋରାପୁଟ(କେନ୍ୟୁଜ୍): କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର କୋଟିଆରେ ବିନା ନିର୍ବାଚନରେ ପଂଚାୟତ ପ୍ରତିନିଧି ପ୍ରତିନିଧିତ୍ୱ କରିବେ । ଜିଲ୍ଲାର ସର୍ବଦଳୀୟ କମିଟି ଏହି ଘୋଷଣା କରିଛି । କୋଟିଆ ମାଟିର ସୁରକ୍ଷା ପାଇଁ ଏଭଳି ନିଷ୍ପତି ନିଆଯାଇଛି । ୱ୍ଵାର୍ଡ ମେମ୍ବର ଠାରୁ ସରପଞ୍ଚ, ସମିତିସଭ୍ୟ,…

କୋଟିଆ ସୀମା ବିବାଦ: ସମାଧାନ ନେଇ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ସରକାର

କୋରାପୁଟ(କେନ୍ଯୁଜ୍):କୋଟିଆ ସୀମା ବିବାଦ ସମାଧାନ ନେଇ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ସରକାର । ଆର୍ଟିକିଲ ୧୩୧ ଧାରାକୁ ସାମ୍ବିଧାନିକ ମାନ୍ୟତା ଦେଇ ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରି ରାଜ୍ୟ ସରକାର ପିଟିସିନ…

ପୁଣି କୋଟିଆରେ ପଶି ଦବଙ୍ଗଗିରି ଦେଖାଉଥିଲେ ଆନ୍ଧ୍ର ଅଧିକାରୀ, ପଟାଙ୍ଗି ବିଧାୟକ ଦେଲେ ଉଚ୍ଚିତ ଜବାବ୍

କୋରାପୁଟ(କେନ୍ୟୁଜ୍):କୋଟିଆ ସୀମା ମଧ୍ୟରେ ପଶି ଫଗୁଣସେନେରି ଠାରେ ଓଡିଶା ବିରୋଧରେ ମିଟିଂ କରୁଥୁବା ଅଧିକାରୀଙ୍କ ସହ ପଟାଙ୍ଗି ବିଧାୟକଙ୍କ ମୁହାଁମୁହିଁ।ବିଧାୟକଙ୍କ ତାଗିଦ ପରେ ପାର୍ବତୀପୁର ପିଏ ଆଇଟିଡିଏ  ଫେରିଗଲେ ଆନ୍ଧ୍ର। ଆନ୍ଧ୍ର ଦ୍ବାରା ଅନୁଷ୍ଠିତ  ପଞ୍ଚାୟତ ନିର୍ବାଚନରେ ଜିତିଥିବା…

ଥମୁନି ଆନ୍ଧ୍ରର ଦାଦାଗିରି: ନିଜ ଅଧିକାରୀଙ୍କ ଦ୍ୱାରା କୋଟିଆରେ କରୁଛି ମହିଳା ସମାବେଶ

କୋରାପୁଟ(କେନ୍ଯୁଜ୍): କୋଟିଆରେ ଥମୁନି ଆନ୍ଧ୍ରର ଦାଦାଗିରି । ଆନ୍ଧ୍ର ଅଧିକାରୀଙ୍କ ଦ୍ୱାରା କୋଟିଆରେ ମହିଳା ସମାବେଶ । କୋଟିଆର ବିବାଦୀୟ ୨୧ଟି ଗାଁରେ ଆନ୍ଧ୍ର ଅଧିକାରୀମାନେ ଆସି ସରକାରୀ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଗତ ୨୨ ତାରିଖରେ ବିବାଦୀୟ ଗାଁ ଗୁଡିକରେ ସ୍କୁଲ କମିଟି ଗଠନ…

ଆନ୍ଧ୍ରର ଅନ୍ଧ ପ୍ରଶାସନ, ସୀମା ବିଦାଦ ସୁପ୍ରିମକୋର୍ଟରେ ଥିବା ବେଳେ କୋଟିଆର ଲୋକଙ୍କୁ ସରକାରୀ ଚାଉଳ ବାଣ୍ଟିବ…

କୋରାପୁଟ(କେନ୍ୟୁଜ୍): କୋଟିଆର ବିବାଦୀୟ ଗ୍ରାମର ଉଦ୍ୟାନ କୃଷକ ଓ ଲୋକଙ୍କୁ ସରକାରୀ ଚାଉଳ ବାଣ୍ଟିବ ଆନ୍ଧ୍ର । ଏହା ସହ କାର୍ଡ ନଥିବା ଲୋକଙ୍କୁ ନୂତନ କାର୍ଡ ଯୋଗାଇଦେବ । ଏଭଳି ପ୍ରତିଶ୍ରୁତି ଦେଇଛି ଆନ୍ଧ୍ରର ବିଜୟନଗରମ ଯୋଗାଣ ଅଧିକାରୀ । କୋଟିଆକୁ ନେଇ ଆନ୍ଧ୍ର ତାର ଆଭିମୁଖ୍ୟକୁ ତୀବ୍ର…

କୋଟିଆ ଓଡ଼ିଶାର ଥିଲା ଆଉ ରହିବ: ଆଜି କୋଟିଆ ଗସ୍ତ କରିବେ ସବୁ ଦଳର ବିଧାୟକ

ଭୁବନେଶ୍ବର(କେନ୍ଯୁଜ୍): ଆଜି କୋଟିଆ ଗସ୍ତ କରିବେ ସବୁ ଦଳର ବିଧାୟକ। ବିଜେଡି, ବିଜେପି ଓ କଂଗ୍ରେସ ଦଳର ବିଧାୟକ ଓ ବୁଦ୍ଧିଜୀବୀମାନେ କୋଟିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ତେଣୁ ଆନ୍ଧ୍ରକୁ କଡା ଜବାବ…

କୋଟିଆରେ ଓଡ଼ିଶା ନେତା ଓ ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ: ୧୪୪ ଧାରା ସତ୍ତ୍ୱେ ଭୋଟ୍‌ ଦେବାକୁ ଗଲେ ଲୋକେ

କୋରାପୁଟ: କୋଟିଆରେ ଆନ୍ଧ୍ରର ଦାଦାଗିରି । ସୀମାରେ ଉତ୍ତେଜନା । କୋଟିଆରେ ନିର୍ବାଚନ କରୁଛି ଆନ୍ଧ୍ର । ୧୪୪ ଧାରା ସତ୍ତ୍ୱେ ଭୋଟ୍‌ ଦେବାକୁ ଗଲେ ଗାଁ ଲୋକେ । ପୋଲିସ ସେମାନଙ୍କୁ ଅଟକାଇଥିଲା । ଭୋଟ୍‌ ଦେବାକୁ ନଯିବା ପାଇଁ କହିଥିଲେ । ହେଲେ କୋଟିଆବାସୀ ପୋଲିସକୁ ନମାନି ଭୋଟ୍‌ ଦେବାକୁ…

ଆଜି ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ: କୋଟିଆରେ ଲାଗୁ ହୋଇଛି ୧୪୪ ଧାରା, ସ୍ଥିତି ଉପରେ କଡ଼ା ନଜର

କୋରାପୁଟ: କୋଟିଆ ପାଇଁ ବିରୋଧରେ ନିର୍ଣ୍ଣାୟକ ଲଢେଇରେ ଏକାଠି ହେଲେ ସମସ୍ତ ରାଜନୈତିକ ଦଳ । ଆଜି ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ଫାଟୁସିନେରୀ, ଫଗୁଣ ସିନେରୀରେ ଭୋଟରଙ୍କୁ ନେଇ ଜିଲ୍ଲାପରିଷଦ ନିର୍ବାଚନରେ ସାମିଲ କରୁଥିବାରୁ…

କୋରାପୁଟ କୋଟିଆରେ ୧୮ କୋଟିର ବିିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: କୋରାପୁଟ ଜିଲ୍ଲାର ପଟାଙ୍ଗି ଅଞ୍ଚଳର କୋଟିଆ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ କୋଟିଆ ପାଇଁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ୫ କୋଟି ଟଙ୍କାର High…

କୋରାପୁଟ: କୋଟିଆ ପଞ୍ଚୟତର ବିବାଦୀୟ ୨୧ ଗ୍ରାମରେ ଆନ୍ଧ୍ର କରୁଛି ନିର୍ବାଚନ, ଆଜି ଶେଷ ହୋଇଛି ପ୍ରାର୍ଥୀ ପତ୍ର ଦାଖଲ

କୋରାପୁଟ(କେନ୍ୟୁଜ୍): କୋଟିଆ ପଞ୍ଚୟତର ବିବାଦୀୟ ୨୧ ଗ୍ରାମ ପାଇଁ ଆନ୍ଧ୍ର ସରକାର ପକ୍ଷରୁ ପଞ୍ଚୟତ ନିର୍ବାଚନ କରାଯାଉଛି। ଆଜି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ହୋଇଥିବାବେଳେ ତଳ ଗଂଜେଇ ପଦରର ସରପଞ୍ଚ ପ୍ରାର୍ଥୀ ଭାବେ ଏକମାତ୍ର ପ୍ରାର୍ଥୀ ଗେମ୍ୱଲ ଡ଼ମ୍ବୁ  ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି…