ଓଡ଼ିଶାରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ବର (କେନ୍ଯୁଜ୍) : ହିନ୍ଦୀ ଭାଷୀ ତିନି ରାଜ୍ୟରେ ବିଜେପିର ପରାଜୟ ପରେ, ମୋହନ ଭାଗବତଙ୍କ ଗସ୍ତକୁ ଗୁରୁତ୍ୱ ମନେ କରାଯାଉଛି। ବିଶେଷକରି ବିଜେପି କର୍ମୀ ଓ ସଂଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ କିପରି ସମନ୍ଵୟ ସୃଷ୍ଟି କରାଯିବ, ତା ଉପରେ ଫୋକସ୍‌ କରାଯାଉଥିବା କୁହାଯାଉଛି। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଆରଏସଏସ୍‌ ଫୋକସରେ ରହିଛି ଓଡ଼ିଶା । ପୂର୍ବରୁ ମଧ୍ୟ ମୋହନ ଭାଗବତ ଓଡ଼ିଶା ଗସ୍ତରେ ଆସି ସାଂଗଠନିକ ସ୍ତରରେ ବିଜେପି-ଆରଏସଏସ୍‌ ମଧ୍ୟରେ ସମନ୍ଵୟ ନେଇ ଚର୍ଚା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.