Below header

କେରଳର ତଟବର୍ତ୍ତୀ ଅଂଚଳରେ ପ୍ରବଳ ବର୍ଷା, ରଜ ପରେ ଓଡିଶାକୁ ଆସିବ ମୌସୁମୀ

କେରଳରେ ପହଁଚିଛି ମୌସୁମୀ। ଏହାର ପ୍ରଭାବରେ କେରଳର ତଟବର୍ତ୍ତୀ ଅଂଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ସାତ ଦିନ ବିଳମ୍ବରେ କେରଳରେ ପ୍ରବେଶ କରିଛି ମୌସୁମୀ । ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। ତେବେ ରଜ ପରେ ଅର୍ଥାତ୍ ଆସନ୍ତା ୧୬ ତାରିଖ ବେଳକୁ ଓଡ଼ିଶା ଆସିପାରେ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.