ଭୁଶୁଡ଼ିଲା ରାଇସ୍ ମିଲ୍ କାନ୍ଥ, ୪ ମୃତ ଏବଂ ୧୦ ଗୁରୁତର

ଢେଙ୍କାନାଳ (କେନ୍ୟୁଜ୍) : ଭୁଶୁଡ଼ିଲା ରାଇସ୍ ମିଲ୍ କାନ୍ଥ । ଏଥିରେ ଚାପି ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଇଛି । ଢେଙ୍କାନାଳ ଅଳସୁଆ ହାଟ ନିକଟରେ ରହିଛି ରାଇସ୍ ମିଲ୍ । କାନ୍ଥ ତଳେ ଯାନବାହନ ସହ ବହୁ ଲୋକ ଫସି ରହିଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.