ଗଞ୍ଜାମ ବାଖରକଟା ଗାଁରେ ଦଣ୍ଡ ଯାତ୍ରାର ପଣା ପିଇ ଝାଡାବାନ୍ତି ଆତଙ୍କ: ପ୍ରାୟ ୫୦ରୁ ଅଧିକ ଆକ୍ରାନ୍ତ, ୨ ମୃତ

ସୋରଡା(କେନ୍ୟୁଜ୍):ଗଞ୍ଜାମ ଜିଲ୍ଲା ଧରାକୋଟ ବାଖରକଟା ଗାଁରେ ଝାଡାବାନ୍ତି ଆତଙ୍କ । ଝାଡାବାନ୍ତିରେ ପ୍ରାୟ ୫୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଧରାକୋଟରୁ ଏକ ଡାକ୍ତରୀ ଦଳ ପହଞ୍ଚି ଅସ୍ଥାୟୀ ମେଡିକାଲରେ ଲୋକଙ୍କୁ ଚିକିତ୍ସା କରୁଛି । ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ତେବେ ଦଣ୍ଡ ଯାତ୍ରାର ପଣା ପିଇ ଲୋକଙ୍କୁ ଝାଡାବାନ୍ତି ହୋଇଥିବା କହିଛନ୍ତି ଡାକ୍ତର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.