ମୋଷ୍ଟ ୱାଣ୍ଟେଡ୍‌ ATM ଠକ ସମ୍ଭବ ଆଚାର୍ଯ୍ୟ ସହ ୬ଜଣଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କାର୍ଡ, ୪୨ହଜାର ଟଙ୍କା ଜବତ

ଭୁବନେଶ୍ବର: ପୋଲିସ୍ ହାତରେ ATM ଠକ। ମୋଷ୍ଟ ୱାଣ୍ଟେଡ୍‌ ATM ଠକ ସମ୍ଭବ ଆଚାର୍ଯ୍ୟ ଗିରଫ। ସମ୍ଭବ ସମେତ ୬ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କାର୍ଡ।

ସେମାନଙ୍କ ନିକଟରୁ ୪୨ହଜାର ଟଙ୍କା ଜବତ ହୋଇଛି। ସମ୍ଭବ ନାଁରେ ୩୦ରୁ ଉର୍ଦ୍ଧ୍ୱ ମାମଲା ରହିଛି। ପୁନେରେ ୫ଟି ଓ ଭୁବନେଶ୍ୱରରେ ୮ଟି ମାମଲାରେ ୱାଣ୍ଟେଡ୍‌ ଥିଲା ସମ୍ଭବ।