Coal India ଦେଉଛି ସରକାରୀ ଚାକିରିର ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

କୋଲ ଇଣ୍ଡିଆ ଲିମିଟେଡ (CIL) , କୋୟଲା ମନ୍ତ୍ରାଳୟ ଦ୍ୱାରା ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ ପ୍ରବନ୍ଧନ ଟ୍ରେନି (MT) ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଏହା ସମ୍ବନ୍ଧିତ ସୂଚନା ୨୦୨୧ରେ ଜାରି କରାଯିବ। ଆବେଦନକାରୀ ଗେଟ୍‌ ପରୀକ୍ଷା ୨୦୨୧ ପାଇଁ କେବଳ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଇଛୁକ ଏବଂ ଯୋଗ୍ୟ ଆବେଦନକାରୀ ଜାରି କରାଯାଇଥିବା େଓ୍ଵବସାଇଟ୍‌ କିମ୍ବା ଦିଆଯାଇଥିବା ଲିଙ୍କ୍‌ ମାଧ୍ୟମରେ ଅନଲାଇନ୍‌ ଆବେଦନ କରିପାରିବେ। ଏହି ପଦବୀରେ ନିଯୁକ୍ତି ଚାହୁଁଥିବା ଆବେଦନକାରୀଙ୍କ ପାଇଁ ଶେଷ ସୁଯୋଗ। ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲି ଅର୍ଥାତ ୩୦ ସେପ୍ଟେମ୍ଭର ୨୦୨୦ ପର୍ଯ୍ୟନ୍ତ ସମାପ୍ତ ହୋଇଯିବ।

job applyଜରୁରୀ ତାରିଖ:

ଆବେଦନପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୧୪ ସେପ୍ଟେମ୍ଭର ୨୦୨୦
ଅନଲାଇନ୍‌ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୩୦ ସେପ୍ଟେମ୍ଭର ୨୦୨୦

ଏପରି କରନ୍ତୁ ଆବେଦନ:

ଯୋଗ୍ୟ ଆବେଦନକାରୀ www.coalindia.in ମାଧ୍ୟମରେ ଅନଲାଇନ୍‌ ଆବେଦନ କରିପାରିବେ।