Below header

ପାରିବାରିକ କଳହକୁ ନେଇ ଅଭାବନୀୟ ଘଟଣା: ଶିଶୁ କନ୍ୟାକୁ ଧରି କିରାସିନି ଢାଳି ନିଆଁ ଲଗାଇ ମାଆର ଆତ୍ମହତ୍ୟା, ତିନି ବର୍ଷର ପୁଅ ଗୁରୁତର

ନୟାଗଡ଼ : ନୟାଗଡ଼ ଜିଲ୍ଲା ଗୋପାଳପୁରରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ଶିଶୁ କନ୍ୟାକୁ ଧରି ମାଆର ଆତ୍ମହତ୍ୟା । କିରାସିନି ଢାଳି ନିଆଁ ଲଗାଇ ମାଆ ଓ ଝିଅଙ୍କ ଜୀବନ ଯାଇଛି । ତିନି ବର୍ଷର ପୁଅକୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ଗୋପାଳ ବେହେରାଙ୍କ ପତ୍ନୀ ଓ ତାଙ୍କ ଦେଢ ବର୍ଷର ଝିଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.