ଆଫ୍ରିକାର ଗିନି ଓ କିଟ୍‍-କିସ୍‍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଆଫ୍ରିକା ମହାଦେଶର ଅନ୍ୟତମ ରାଷ୍ଟ୍ର ଗିନିରେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, କୃଷି ଓ ଖାଦ୍ୟ ସୁରକ୍ଷା ଦିଗରେ ଆବଶ୍ୟକ ବୈଷୟିକ ଦକ୍ଷତା, ସହାୟତା ଓ କୌଶଳଗତ ବ୍ୟବସ୍ଥାପନା ଯୋଗାଇ ଦେବ କିଟ୍‍ ।

ଆଫ୍ରିକା ମହାଦେଶର ଅନ୍ୟତମ ରାଷ୍ଟ୍ର ଗିନିରେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, କୃଷି ଓ ଖାଦ୍ୟ ସୁରକ୍ଷା ଦିଗରେ ଆବଶ୍ୟକ ବୈଷୟିକ ଦକ୍ଷତା, ସହାୟତା ଓ କୌଶଳଗତ ବ୍ୟବସ୍ଥାପନା ଯୋଗାଇ ଦେବ କିଟ୍‍ । ଗିନିର ନ୍ୟାସ୍‍ନାଲ୍‍ ଟ୍ରାନଜିସନ୍‍ କାଉନ୍‍ସିଲ୍‍ ପ୍ରେସିଡେଣ୍ଟ ଡ. ଦନଶା କୋରୋମାଙ୍କୁ କିଟ୍‍-କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଗିନି ପକ୍ଷରୁ ଡ. ଦନଶା ଏଥିରେ ସ୍ୱାକ୍ଷର କରିଥିବା ବେଳେ କିଟ୍‍ ପକ୍ଷରୁ ଡ. ଅଚ୍ୟୁତ ସାମନ୍ତ ଏଥିରେ ସ୍ୱାକ୍ଷର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.