Below header

ଗଞ୍ଜାମ ତପ୍ତପାଣି ଉଷ୍ଣ ପ୍ରସବଣ ସମ୍ମୁଖରେ ଦୁର୍ଘଟଣା: ଘାଟୀ ଓହ୍ଲାଇବା ବେଳେ ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଗଲା କାର୍

ବ୍ରହ୍ମପୁର: ଦୋକାନ ଘରକୁ ପଶିଗଲା ଚଳନ୍ତା କାର । ଗଞ୍ଜାମ ଜିଲ୍ଲା ତପ୍ତପାଣି ଉଷ୍ଣ ପ୍ରସବଣ ସମ୍ମୁଖରେ ଘଟିଛି ଦୁର୍ଘଟଣା । ଏଥିରେ ୨ ଜଣ ଆହାତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୋକାନୀ ।

ରାୟଗଡା ପଟୁ ଭୁବନେଶ୍ଵର ଯାଉଥିବା ବେଳେ କାର୍‌ଟି ଘାଟୀ ଓହ୍ଲାଇବା ବେଳେ ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶି ଯାଇଥିଲା । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.