ରାଜ୍ୟରେ କେହି ଭୋକିଲା ରହିବେ ନାହିଁ, ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କଲେ ସାଂସଦ ଅପରାଜିତା ଷଡଙ୍ଗୀ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କେହି ଭୋକିଲା ରହିବେ ନାହିଁ ।ଏଥିପାଇଁ ଆରମ୍ଭ ହୋଇଛି ଅନ୍ନପୂର୍ଣ୍ଣା ଯୋଜନା । ପ୍ରଥମ ପଯ୍ୟାର୍ୟରେ ଭୁବନେଶ୍ୱରରେ ଥିବା ଭୋକିଲା ଲୋଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଦିଆଯିବ । ପରେ ସମଗ୍ର ରାଜ୍ୟରେ ଏହି ଯୋଜନାକୁ କାଯ୍ୟର୍କାରୀ କରାଯିବ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି ।

ବିଭିନ୍ନ ବେସରକାରୀ ସଂସ୍ଥାର ସହଯୋଗରେ ଏହି ଯୋଜନା ଆରମ୍ଭ ହୋଇଛି ।ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୭୫୦ ଜଣ ବ୍ୟକ୍ତି ଅସହାୟ ଅବସ୍ଥାରେ ଅଛନ୍ତି । ସେମାନଙ୍କୁ ଖାଦ୍ୟ ଦିଆଯିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

Leave A Reply

Your email address will not be published.