Below header

ଫୁଲବାଣୀରେ ନିର୍ମାଣାଧୀନ କିମସ୍ ହସ୍ପିଟାଲ ବୁଲି ଦେଖିଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

  ଫୁଲବାଣୀରେ ନିର୍ମାଣାଧୀନ କିମସ୍ ହସ୍ପିଟାଲ ବୁଲି ଦେଖିଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ।

କନ୍ଧମାଳ(କେନ୍ୟୁଜ) :  ଫୁଲବାଣୀରେ ନିର୍ମାଣାଧୀନ କିମସ୍ ହସ୍ପିଟାଲ ବୁଲି ଦେଖିଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଫୁଲବାଣୀର ବଇଡାଠାରେ ୨୦୦ ଶଯ୍ୟା ବିଶିଷ୍ଟ କିମସ୍ ହସ୍ପିଟାଲର ଏକ ଶାଖା ନିର୍ମାଣାଧୀନ ଅବସ୍ଥାରେ ଥିବାବେଳେ କନ୍ଧମାଳ ସାଂସଦ ଆଜି ଯାଇ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାସହ କାର୍ଯ୍ୟରତ ଇଞ୍ଜିନିୟର, ସୁପରଭାଇଜରଙ୍କ ସହ କାର୍ଯ୍ୟର ସମୀକ୍ଷା କରିଥିଲେ । ଯଥାଶୀଘ୍ର କାର୍ଯ୍ୟ ସମାପ୍ତ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦେଇଥିଲେ ଡକ୍ଟର ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.