ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ !

ଢେଙ୍କାନାଳ : ୩ ଦିନ ତଳେ ନବୀନ ନନ୍ଦ କୋଲକାତା ଯାଇଥିଲେ ତାହା ପରଠାରୁ ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ରହିଛନ୍ତି। ଗତକାଲିଠୁ ନବୀନ ନିଖୋଜ ଥିବା ସୂଚନା ମିଳିଛି । ଏ ନେଇ କୋଲକାତା ଥାନାରେ ନବୀନଙ୍କ ପୁଅ ସମ୍ବିତ୍ ନନ୍ଦ ପୁଲିସ ଠାରେ ଏତଲା ଦେଇଛନ୍ତି। ଏ ନେଇ କଳିଙ୍ଗ ଟିଭିକୁ ନବୀନ ନନ୍ଦଙ୍କ ପୁଅ ସୂଚନା ଦେଇଛନ୍ତି । ବର୍ତ୍ତମାନ ପୁଲିସ ଘଟଣାଟିର ତଦନ୍ତ କରିବା ସହ ନବିନଙ୍କ ଖୋଜ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.