Below header

ଜାତୀୟ ପ୍ରଦୂଷଣ ନିବାରଣ ଦିବସ ଅବସରରେ କିଟ ଅଡିଟୋରିୟମରେ ଏକ ସେମିନାର ଅନୁଷ୍ଠିତ

ଆଜି ଜାତୀୟ ପ୍ରଦୂଷଣ ନିବାରଣ ଦିବସ । ଏହି ଅବସରରେ କିଟ ଅଡିଟୋରିୟମରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ପ୍ରଦୂଷଣ ମାତ୍ରା ବଢୁଛି । ଏହା ଏକ ପ୍ରମୁଖ ସମସ୍ୟା ପାଲଟିଛି । ପ୍ରଦୂଷଣକୁ କିପରି ରୋକିହେବ ତାହା ଉପରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଭୁବନେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ବି.ବି ଦାସ ଓ ମୁଖ୍ୟ ଅତିଥି ଭାବରେ କିଟ ଓ କିସ୍‌ର ସଂପାଦକ ଆର.ଏନ ଦାସ ଯୋଗଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.