ପରିତ୍ୟକ୍ତ ଘରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର, କେହି ଫିଙ୍ଗି ଦେଇଥିବା ସନ୍ଦେହ

କଟକ ସିଡିଏ ଅଞ୍ଚଳରେ ଏକ ପରିତ୍ୟକ୍ତ ଘରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର । ସେକ୍ଟର ୬ ଅଂଚଳରେ ଘଟିଛି ଏଭଳି ଘଟଣା।

କଟକ (କେନ୍ୟୁଜ): କଟକ ସିଡିଏ ଅଞ୍ଚଳରେ ଅଭାବନୀୟ ଘଟଣା। ଏକ ପରିତ୍ୟକ୍ତ ଘରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର । ସେକ୍ଟର ୬ ଅଂଚଳରେ ଘଟିଛି ଏଭଳି ଘଟଣା। କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମର୍କତନଗର ଥାନା ପୋଲିସପହଞ୍ଚି ତଦନ୍ତ ଆରମ୍ଭକରିଛି। ତେବେ ନବଜାତ ଶିଶୁର ପରିଚୟ ଖୋଜୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.