Browsing Tag

dead body rescue

ପଦ୍ମପୁରରେ ଲଜ୍ଜା: ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଙ୍ଗଲରୁ ମିଳିଲା ମୃତଦେହ

ପଦ୍ମପୁର: ପଦ୍ମପୁରରେ ଲଜ୍ଜା । ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଜଙ୍ଗଲ ଭିତରୁ ମିଳିଲା ନାବାଳିକାର କ୍ଷତବିକ୍ଷତ ମୃତଦେହ । ମୃତଦେହ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି । ପାଇକମାଳ ସୋଢା ନିକଟ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ମିଳିଛି । ଘଟଣା ବାବଦରେ ସୂଚନା…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କରି ପୋଲିସ୍‌କୁ ଅଟକ ରଖିଲେ ଗାଁ ଲୋକେ

ଭବାନୀପାଟଣା (କେନ୍ୟୁଜ୍‌) : ଜଙ୍ଗଲରୁ ବିବାହିତ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଉଚିତ ତଦନ୍ତ ଓ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ତଦନ୍ତ ପାଇଁ ଆସିଥିବା ପୋଲିସ ଆଇଆଇସିଙ୍କୁ ଅଟକ ରଖିଲେ ମୃତକଙ୍କ ପରିବାର ଓ ଗ୍ରାମବାସୀ । ଉଚିତ ତଦନ୍ତ…

ପରିତ୍ୟକ୍ତ ଘରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର, କେହି ଫିଙ୍ଗି ଦେଇଥିବା ସନ୍ଦେହ

କଟକ (କେନ୍ୟୁଜ): କଟକ ସିଡିଏ ଅଞ୍ଚଳରେ ଅଭାବନୀୟ ଘଟଣା। ଏକ ପରିତ୍ୟକ୍ତ ଘରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର । ସେକ୍ଟର ୬ ଅଂଚଳରେ ଘଟିଛି ଏଭଳି ଘଟଣା। କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମର୍କତନଗର ଥାନା ପୋଲିସପହଞ୍ଚି ତଦନ୍ତ ଆରମ୍ଭକରିଛି। ତେବେ ନବଜାତ ଶିଶୁର ପରିଚୟ…

କୁଆଖାଇ ନଈପଠାରୁ ମୃତଦେହ ଉଦ୍ଧାର ଘଟଣା: ବିଭିନ୍ନ ସ୍ଥାନରେ ଶହେଟି ପୋଷ୍ଟର ମାରିଲା କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଈପଠାରୁ ମୃତଦେହ ଉଦ୍ଧାରର ୩ ଦିନ ପରେ ବି ଯୁବକଙ୍କର ମିଳିପାରିନି ପରିଚୟ । ଯୁବକଙ୍କ ହୁଲିଆ ଓ ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ଆଧାରରେ ପ୍ରସ୍ତୁତ ଶହେଟି ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇଛି । ପୋଷ୍ଟରରେ ଯୁବକଙ୍କ ସଂପର୍କରେ କିଛି ସୂଚନା…

ଜଙ୍ଗଲରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମେଲାଣ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ମେଲାଣ ଗ୍ରାମ ନାଏକ ସାହିର ଗୁଣ୍ଡୁରୀ ନାଏକ ବୋଲି ଜଣାପଡିଛି। ଗ୍ରାମ ନିକଟସ୍ଥ ଜଙ୍ଗଲରେ ମହିଳାଙ୍କୁ ଗ୍ରାମବସୀ ଝୁଲନ୍ତା…