ହାତୁଡ଼ିରେ ପିଟି ପିଟି ନବବଧୂଙ୍କୁ ହତ୍ୟା, ଶ୍ୱଶୁର ଘର ଲୋକ ଫେରାର୍

ଆସିକା(କେନ୍ୟୁଜ୍): ଆସିକା ଶେରଗଡ଼ ଥାନା ଗୋପାଳପୁର ଗାଁରେ ଅଭାବନୀୟ ଘଟଣା । ହାତୁଡ଼ିରେ ପିଟି ପିଟି ନବବଧୂଙ୍କୁ ହତ୍ୟା ଅଭିଯୋଗ । ମୃତକ ହେଉଛନ୍ତି ପିଙ୍କି ସ୍ୱାଇଁ । ହତ୍ୟା କରିବା ପରେ ଘରେ ତାଲା ପକାଇ ଶ୍ୱଶୁର ଘର ଲୋକ ଫେରାର୍ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଶେରଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।