ପ୍ରକାଶ ପାଇଲା ଓଏଏସ -୨୦୧୯ର ପରୀକ୍ଷା ଫଳ, ଟପ ଟେନରେ ୩ ମହିଳା

 ଭୁବନେଶ୍ୱର(କେ ନ୍ୟୁଜ): ପ୍ରକାଶ ପାଇଲା ଓଏଏସ -୨୦୧୯ର ପରୀକ୍ଷା ଫଳ । ଚଳିତ ଥର ଅଶ୍ବିନୀ କୁମାର ପଣ୍ଡା ହେଲେ ଟପ୍ପର ହୋଇଥିବା ଜଣାଯାଇଛି । ଏଥିରେ ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି । ଟପ ଟେନରେ ଅଛନ୍ତି ୩ ମହିଳା । ଏମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ଓଏଏସ, ୯ ଜଣଙ୍କୁ ଓଏଫଏସ , ୭ ଜଣ ଓପିଏସ, ୫ ଜଣ ଓସିଏସ ଓ ୮୨ ଜଣ ଓଆରଏସ ପାଇଁ ମନୋନୀତ କରାଯାଇଥିବା ଜଣାଯାଇଛି । ଏମାନେ ୨୦୨୦ ମାର୍ଚ୍ଚ ୧୫ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଦେଇଥିବା ବେଳେ କରୋନା କାରଣରୁ ମୁଖ୍ୟ ତଥା ମୌଖିକ ପରୀକ୍ଷା ଅନୁଷ୍ଠିତ ହେବାରେ କିଛିଟା ବିଳମ୍ବ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.