Below header

ଓଏଏସ୍‌ ପରୀକ୍ଷାରେ ବାଜି ମାରିଲେ ଝିଅ : ଆୟୁଷୀ ମହାପାତ୍ର ଟପ୍ପର, ଦ୍ୱିତୀୟରେ ସଞ୍ଜିତା ମହାପାତ୍ର

ଭୁବନେଶ୍ବର(କେନ୍ୟୁଜ୍) : ପ୍ରକାଶ ପାଇଛି ଓଏଏସ୍‌ ପରୀକ୍ଷା ଫଳ । ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ମୋଟ୍‌ ୧୦୬ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । କ୍ୟାଟେଗୋରୀ ୧ ଓ ୨ ସେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଓଏଏସ୍‌ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଆୟୁଷୀ ମହାପାତ୍ର । ସେହିପରି ସଞ୍ଜିତା ମହାପାତ୍ର ଦ୍ୱିତୀୟ ଓ ପୁନମ୍‌ ମହାପାତ୍ର ତୃତୀୟ ସ୍ଥାନରେ ଅଛନ୍ତି । ଏସ୍‌ସି ବର୍ଗରୁ ୨୧, ଏସ୍‌ଟି ବର୍ଗରୁ ୨୧ ଓ ଏସ୍‌ଇବିସି ବର୍ଗରୁ ୧୩ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ୫ ଜଣ ମହିଳା । ପ୍ରଶାସନିକ ସେବା ପାଇଁ ଡିସେମ୍ବର ତିନିରୁ ୧୨ ତାରିଖ ପର‌୍ୟ୍ୟନ୍ତ ମୌଖିକ ପରୀକ୍ଷା ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.