ଓଡ଼ିଆ ପୁଅ ଅମରେଶ ଫ୍ୟାସ୍‌ହେଭେନ୍‌-୨୦୨୦ ଫ୍ୟାସନ୍‌ ସୋ’ରେ ଜିତିଲେ ମିଷ୍ଟର ଇଣ୍ଡିଆ ଟାଇଟଲ୍‌

ଭୁବନେଶ୍ୱର : ଜାତୀୟସ୍ତରରେ ଓଡ଼ିଆ ପୁଅଙ୍କ କମାଲ । ମହାରାଷ୍ଟ୍ର ପୁନେ ଠାରେ ଆୟୋଜିତ ଫ୍ୟାସ୍‌ହେଭେନ୍‌-୨୦୨୦ ଫ୍ୟାସନ୍‌ ସୋ’ରେ ମିଷ୍ଟର ଇଣ୍ଡିଆ ଟାଇଟଲ୍‌ ଜିତିଛନ୍ତି ଭୁବନେଶ୍ୱରର ଅମରେଶ ମହାନ୍ତି । ଅନ୍‌ଲାଇନ୍‌ରେ ଅନୁଷ୍ଠିତ ଏହି ଫ୍ୟାସନ୍‌ ସୋ ଗତ ୨୧ ତାରିଖ ଦିନ ଆୟୋଜିତ ହୋଇଥିଲା । ଏଥିରେ ଦେଶର ବିଭିନ୍ନ ଭାଗରୁ ପ୍ରତିଯୋଗୀମାନେ କିଡ୍‌ସ, ମିସ୍‌ ଓ ମିଷ୍ଟର ଇଣ୍ଡିଆ ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଅମରେଶ ମିଷ୍ଟର ଇଣ୍ଡିଆ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇ ମୁକୁଟ ପିନ୍ଧିଥିଲେ ।

amaresh mohanti-2

Leave A Reply

Your email address will not be published.