ରାଜ୍ୟରେ ଆଉ ୩୭ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର(କେ ନ୍ୟୁଜ):  ରାଜ୍ୟରେ ଆଉ ୩୭ ଜଣଙ୍କ ଜୀବନ ନେଲା କରୋନା | ଆଜି ସକାଳ ସମୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ନିୟନ୍ତ୍ରଣ ବିଭାଗ ଏବାବଦରେ ସୂଚନା ଦେଇଥିବା ବେଳେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୫୦୮କୁ ବୃଦ୍ଧି ପାଇଥିବା ଜଣାଯାଇଛି |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.