ଆଜି ରାଜ୍ୟରୁ ୩୮୦୬ ଜଣ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ):  ଆଜି ରାଜ୍ୟରୁ ୩୮୦୬ ଜଣ ନୂଆ ପଜିଟିଭ ଚିହ୍ନଟ । ଏମାନଙ୍କ ମଧ୍ୟରୁ କ୍ଵାରେଣ୍ଟୀଂନରୁ ୨୧୭୨ ଜଣ ଥିବା ବେଳେ ଲୋକାଲ କଣ୍ଟକଟରୁ ଅଛନ୍ତି ୧୬୩୪ ଜଣ । ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ମୋଟ ସଂଖ୍ୟା ୮ ଲକ୍ଷ ୭୦ ହଜାର ୪୯୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସମୟରେ ରାଜ୍ୟରେ ୪୩ ହଜାର ୩୩୮ ଟି ଆକ୍ଟିଭ କେଶ ରହିଛି । ଗତକାଲି ସନ୍ଧ୍ୟା ସୁଦ୍ଧା ୬୨୪୦ ଜଣ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ଆସିଥିବା ବେଳେ ୮ ଲକ୍ଷ ୨୩ ହଜାର ୫୯୯ ଛୁଇଁଛି ମୋଟ ସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.