Below header

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆଉ ୧୦ ବର୍ଷ ହକିର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର(କେନ୍ୟୁଜ୍‌) : ହକି ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ୧୦ ବର୍ଷ ପାଇଁ ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ରହିବ ଓଡ଼ିଶା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

cm with hockey player.

ଓଡ଼ିଶାବାସୀ ହକି ପାଇଁ ପାଗଳ । ଉଥାନ ଓ ପତନ ସମୟରେ ହକି ଟିମକୁ ସହଯୋଗ କରୁଛୁ । ଓଡ଼ିଶା ଓ ହକି ପରିପୂରକ । ହକି ଟିମ ସହ ଓଡିଶାର ସହଭାଗିତା ଜାରି ରହିବ । ଭାରତୀୟ ଟିମକୁ ଆଉ ୧୦ ବର୍ଷ ସହାୟତା କରିବ ଓଡ଼ିଶା ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.