ପୁଣି ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର,ଆସନ୍ତାକାଲି ଖୋଲିବନି ପ୍ରାଥମିକ ସ୍କୁଲ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ଖୋଲିବନି ପ୍ରାଥମିକ ସ୍କୁଲ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ। ଆସନ୍ତାକାଲି ୨୩ହଜାର ବିଦ୍ୟାଳୟ ଖୋଲିବାର ବ୍ୟବସ୍ଥା ହୋଇଥିଲା। ତେବେ ରାଜ୍ୟରେ ସାଂପ୍ରତିକ ସ୍ୱାସ୍ଥ୍ୟ ଜନିତ ପରିସ୍ଥିତିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ବିଗତ ୨ ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇଛି।

school

ଉଚ୍ଚ ପଦାଧିକାରୀଙ୍କ ରିପୋର୍ଟକୁ ନେଇ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଷଷ୍ଠରୁ ଦଶମ ଶ୍ରେମୀ ପର୍ଯ୍ୟନ୍ତ ପାଠପଢା ପୂର୍ବଭଳି ଜାରି ରହିବ।