୨୪ ଘଣ୍ଟା ଭିତରେ ରାଜ୍ୟରେ ସୁସ୍ଥ ହେଲେ ୧୦ ହଜାର ୩୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୦ ହଜାର ୩୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଯାହାକୁ ମିଶାଇ ମୋଟ ସଂଖ୍ୟା ୫ ଲକ୍ଷ ୪୬ ହଜାର ୬୩୧ କୁ ବୃଦ୍ଧି ପାଇଛି । ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୧ ଜଣ ଥିବା ବେଳେ ସୁନ୍ଦରଗଡରୁ ୮୨୪ ଜଣ ଅଛନ୍ତି । କଟକ, ଅନୁଗୁଳ, ବରଗଡ଼, କଳାହାଣ୍ଡି, ଯାଜପୁର, ଗଂଜାମ, ନବରଙ୍ଗପୁର, ପୁରୀ, ବଲାଙ୍ଗୀର ଆଦି ଜିଲ୍ଲାରୁ ଯଥାକ୍ରମେ ୭୧୮ ଜଣ , ୫୧୦ ଜଣ , ୪୫୫ ଜଣ , ୪୩୭ ଜଣ , ୪୦୭ ଜଣ , ୩୬୬ ଜଣ , ୩୫୬ ଜଣ, ୩୫୧ ଜଣ , ୩୪୨ ଜଣ ଲେଖାଏ ଥିବା ଜଣାଯାଇଛି ।
111 from Koraput
102 from Gajapati
95 from Kandhamal
83 from Malkangiri
271 from State PoolThe total recovered cases of Odisha now stand at 546631
— H & FW Dept Odisha (@HFWOdisha) May 19, 2021
334 from Jharsuguda
300 from Sambalpur
250 from Bhadrak
245 from Nayagarh
236 from Dhenkanal
230 from Baleswar
218 from Boudh
202 from Nuapada
199 from Rayagada
186 from Keonjhar
165 from Mayurbhanj
155 from Jagatsinghpur
148 from Sonepur
141 from Kendrapara
138 from Deogarh— H & FW Dept Odisha (@HFWOdisha) May 19, 2021
Another 10036 Covid patients have recovered and are being discharged on 19.05.2021
1471 from Khordha
814 from Sundargarh
718 from Cuttack
510 from Anugul
455 from Bargarh
437 from Kalahandi
407 from Jajapur
366 from Ganjam
356 from Nabarangpur
351 from Puri
342 from Bolangir— H & FW Dept Odisha (@HFWOdisha) May 19, 2021