ଗତ ୨୪ ଘଣ୍ଟାରେ ୩୪୨୭ ଜଣଙ୍କ ରିପୋର୍ଟ ପଜିଟିଭ, ସୂଚନା ଦେଲେ ସୂଚନା ଓ ଲୋକସମ୍ପର୍କ ବିଭାଗ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟାରେ ୩୪୨୭ ଜଣଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୫୪ ଜଣ କ୍ଵାରେଣ୍ଟୀନର ହୋଇଥିବା ବେଳେ ୧୪୭୩ ଜଣ ଲୋକାଲ କଣ୍ଟକଟରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ ୧ କୋଟି ୩୦ ଲକ୍ଷ ୨୮ ହଜାର ୮୧୭ ଙ୍କର

ଟେଷ୍ଟିଙ୍ଗ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୨୯ ହଜାର ୮୫୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।  ଯେବେକି ବର୍ତ୍ତମାନ ସମୟରେ ୪୦
ହଜାର ୪୭୧ଟି ଆକ୍ଟିଭ କେଶ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.