Below header

ଶୋଇଥିବାବେଳେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ

ବଲାଙ୍ଗୀର(କେନ୍ଯୁଜ୍): ଶୋଇଥିବାବେଳେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା । ଅଳ୍ପକେ ବର୍ତ୍ତିଲେ ସ୍ୱାମୀ । ବଲାଙ୍ଗୀର ଲରମ୍ଭା ଥାନା ଲଡଙ୍ଗା ଭଟଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ପ୍ରତିମା ସାଣ୍ଢ ।

ରାତିରେ ଶୋଇଥିବାବେଳେ ଘର ଭିତରେ ପଶି ବୃଦ୍ଧାଙ୍କୁ ହାତୀ ଦଳି ଦେଇଥିଲା । ଘଟଣାସ୍ଥଳରେ ହିଁ ପ୍ରତିମାଙ୍କର ମୃତ୍ୟୁ ହୋଇଛି । ଗତ କିଛିଦିନ ହେଲା ଲରମ୍ଭା ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.