Below header

ଆମରଣ ଅନଶନରୁ ହଟିଲେ ପ୍ରଯୋଜିକା ସନଲିସା ପଟେଲ, କହିଲେ ଜାରି ରହିବ ଧାରଣା

ଆମରଣ ଅନଶନରୁ ହଟିଲେ ପ୍ରଯୋଜିକା ସନଲିସା ପଟେଲ। କିନ୍ତୁ ଜାରି ରହିବ ଧାରଣା।

ଆମରଣ ଅନଶନରୁ ହଟିଲେ ପ୍ରଯୋଜିକା ସନଲିସା ପଟେଲ। କିନ୍ତୁ ଜାରି ରହିବ ଧାରଣା। ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଅଭିନେତ୍ରୀ ସନଲିସା ପଟେଲ। ଏହି ସମୟରେ ଧାରଣା ସ୍ଥଳରେ ଚଳଚିତ୍ର ନିଗମର ଅଧକ୍ଷ କୁନା ତ୍ରିପାଠୀ , ବରିଷ୍ଠ ଅଭିନେତ୍ରୀ ମହେଶ୍ୱତା ରାୟ, ଅଭିନେତା ଅରିଦମ ରାୟ,ଅନୁଭବ ମହାନ୍ତି ପହଞ୍ଚି ତାଙ୍କୁ ସହଯୋଗ କରିଛନ୍ତି ।

ତେବେ ଏ ସମ୍ପର୍କରେ କୁନା ତ୍ରିପାଠୀ ଲିଖିତ ପ୍ରତିଶୁତି ଦେଇ କହିଛନ୍ତି ୨୮ ତାରିଖରେ ଇଡକୋରେ ହେବ ବୈଠକ। ଆସନ୍ତା ମଙ୍ଗଳବାର ସରକାରୀସ୍ତରରେ ଆଲୋଚନା ହୋଇ ନିଷ୍କର୍ଷ ବାହାରିବା ନେଇ ସୂଚନା ଦେଇଛନ୍ତି କୁନା ତ୍ରିପାଠୀ । ଅନ୍ୟ ପଟେ ଆଜି ମହେଶ୍ୱତା ରାୟ ପହଞ୍ଚି ସନଲିସାଙ୍କୁ ସପୋର୍ଟ କରିଥିଲେ ଏବଂ କହିଥିଲେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ୧୦ ମଧ୍ୟରେ ଖୁସୀ ଖବର ଆସୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.