କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ନବମ ନ୍ୟାସନାଲ ଚିଲଡ୍ରେନ୍ସ ଲିଟେରାରୀ ଫେଷ୍ଟିଭାଲ

କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଉଦଘାଟିତ ହୋଇଛି ନବମ ନ୍ୟାସନାଲ ଚିଲଡ୍ରେନ୍ସ ଲିଟେରାରୀ ଫେଷ୍ଟିଭାଲ ୨୦୨୩ ।

କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଉଦଘାଟିତ ହୋଇଛି ନବମ ନ୍ୟାସନାଲ ଚିଲଡ୍ରେନ୍ସ ଲିଟେରାରୀ ଫେଷ୍ଟିଭାଲ ୨୦୨୩ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସର ରେ ବିଶିଷ୍ଟ ଲେଖକ ଆନନ୍ଦ୍ ନିଲକନ୍ତନ ଓ ଆନ୍ତର୍ଜାତୀୟ ସଙ୍ଗୀତକାର ରିକି କେଜ୍ ଉପସ୍ଥିତ ଥିଲେ । ଦୁଇ ଦିନ ଧରି ଚାଲିବ ନ୍ୟାସନାଲ ଚିଲଡ୍ରେନ୍ସ ଲିଟେରାରୀ ଫେଷ୍ଟିଭାଲ । ଏଥିରେ ୭୦ ରୁ ଅଧିକ ସ୍କୁଲ ଭାଗ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.