Below header

ଓଡ଼ିଆ ଫିଲ୍ମ ବଞ୍ଚାଇବା ପାଇଁ ବିଧାନ ସଭା ଆଗରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ

ଓଡ଼ିଆ ଫିଲ୍ମ ବଞ୍ଚାଇବା ପାଇଁ ବିଧାନ ସଭା ଆଗରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ। ପ୍ରଥା ଫିଲ୍ମ ପ୍ରଯୋଜିକା ସନଲିଶା ପଟେଲ ଆରମ୍ଭ କରିଥିଲେ ଏହି ଆନ୍ଦୋଳନ।

ଓଡ଼ିଆ ଫିଲ୍ମ ବଞ୍ଚାଇବା ପାଇଁ ବିଧାନ ସଭା ଆଗରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ। ପ୍ରଥା ଫିଲ୍ମ ପ୍ରଯୋଜିକା ସନଲିଶା ପଟେଲ ଆରମ୍ଭ କରିଥିଲେ ଏହି ଆନ୍ଦୋଳନ। ଏଥିରେ ବହୁ କଳାକାର ସାମିଲ ହୋଇଛନ୍ତି। ଆଜି ସନ୍ ଲିଶା ଙ୍କ ସହ ପ୍ରଖ୍ୟାତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ମହେଶ୍ୱତା ରାୟ, ଅଖିଳ ପଟ୍ଟନାୟକ, ବୁଦ୍ଧାଦିତ୍ୟ ମହାନ୍ତି ପ୍ରମୁଖ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଭେଟିଥିଲେ। ସନ ଲିଶା ଓ ବରିଷ୍ଠ କଳାକାର ରଖିଥିବା ପାଞ୍ଚ ଦଫା ଦାବି ନେଇ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏ ନେଇ ଦାବିକୁ ପୁରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ସନ୍ ଲିଶା ଓ ବରିଷ୍ଠ କଳାକାର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.