ପିକଅପ ଭ୍ୟାନ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ପିକଅପ ଭ୍ୟାନ୍ ଧକ୍କାରେ ଜଣେ ମୃତ,ଜଣେ ଗୁରୁତର । କାମାକ୍ଷାନଗର ମହାବିରୋଡ ଥାନା ଗୋବରି ଛକ ନିକଟରେ ଦୁର୍ଘଟଣା ।

ପିକଅପ ଭ୍ୟାନ୍ ଧକ୍କାରେ ଜଣେ ମୃତ,ଜଣେ ଗୁରୁତର । କାମାକ୍ଷାନଗର ମହାବିରୋଡ ଥାନା ଗୋବରି ଛକ ନିକଟରେ ଦୁର୍ଘଟଣା । ମୃତକ ଡୋଲିଆ ଗ୍ରାମର ମିଲୁ ସିଂ । ଗୁରୁତର ହେଲେ ବାପୁନ ସିଂ। ସ୍ଥାନିୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.