ବେଆଇନ କଫ ସିରଫ ବିକ୍ରି ଅଭିଯୋଗରେ ଜଣେ ଗିରଫ

ଆଶ୍ରମ ଛକ ନିକଟରେ ବେଆଇନ କଫ ସିରଫ ବିକ୍ରି କରିବା ଅଭିଯୋଗରେ ଜଣକୁ ଗିରଫ କରିଛି ପୁରୀ ତାଳବଣିଆ ଥାନା ପୋଲିସ । ଗିରଫ ଅଭିଯୁକ୍ତ ମୋଚିସାହି ଅଞ୍ଚଳର ସୁନୀଲ ମହାପାତ୍ର ।

ପୁରୀ(କେନ୍ୟୁଜ ):  ଆଶ୍ରମ ଛକ ନିକଟରେ ବେଆଇନ କଫ ସିରଫ ବିକ୍ରି କରିବା ଅଭିଯୋଗରେ ଜଣକୁ ଗିରଫ କରିଛି ପୁରୀ ତାଳବଣିଆ ଥାନା ପୋଲିସ । ଗିରଫ ଅଭିଯୁକ୍ତ ମୋଚିସାହି ଅଞ୍ଚଳର ସୁନୀଲ ମହାପାତ୍ର । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତାଳବଣିଆ ଥାନା ପୋଲିସ ଆଶ୍ରମ ଛକ ନିକଟରେ ଚଡାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ୧୫ବୋତଲ କଫ ସିରଫ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.